Author: Ayesha Debnath

BJD, AAP and regional parties: ନିକଟରେ ଅନୁଷ୍ଠିତ ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍ ଆଦମୀ ପାର୍ଟିର ପରାଜୟ ଭାରତରେ ଆଞ୍ଚଳିକ ଦଳମାନଙ୍କ ଭବିଷ୍ୟତ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଦିଲ୍ଲୀରେ ଅରବିନ୍ଦ କେଜ୍ରିୱାଲଙ୍କ ଦଳ ନିର୍ବାଚନ ହାରିବା ପରେ ବିଜେଡି କହିଛି ଯେ, ଆମ ଆଦମୀ ପାର୍ଟିର ସାମ୍ପ୍ରତିକ ପରାଜୟ ଓଡ଼ିଶାର ରାଜନୈତିକ ଦୃଶ୍ୟପଟକୁ କୌଣସି ପ୍ରକାରେ ପ୍ରଭାବିତ କରିବ ନାହିଁ। ବିଜେଡିର ସମନ୍ୱୟ ଏବଂ କାର୍ଯ୍ୟନ୍ଵୟନ କମିଟିର ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଗୁରୁତ୍ୱାରୋପ କରି କହିଛନ୍ତି ଯେ, ଭାରତୀୟ ରାଜନୀତିରେ ଆଞ୍ଚଳିକ ଦଳଗୁଡ଼ିକ ପ୍ରଭାବଶାଳୀ ରହିଛନ୍ତି ଓ ରହିବେ ମଧ୍ୟ। ସେ ଉଲ୍ଲେଖ କରିଛନ୍ତି ଯେ ଆପର ପରାଜୟ ରାଜ୍ୟ ଭିତ୍ତିକ ଆଞ୍ଚଳିକ ଦଳଗୁଡ଼ିକର ପତନକୁ ସୂଚିତ କରୁଚି ବୋଲି ଯାହା କୁହାଯାଉଛି ତାହା ଠିକ୍ ନୁହେଁ। ଦେବୀ ମିଶ୍ର ଏହି ପ୍ରସଙ୍ଗ ଉପରେ ଅଧିକ ଆଲୋକପାତ କରି କହିଲେ ଯେ ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗ ଭଳି…

Read More