Author: Ayesha Debnath

Mo Bus: ଜଣ ସାଧାରଣଙ୍କୁ ରାସ୍ତାରେ ଚାଲିବାକୁ ଏବେ ଡ଼ର ଲଗୁଛି । କାରଣ କେତେବେଳେ କେଉଁ ସମୟରେ ମୋ ବସ କାହା ଉପରେ ଚଢିଯିବ କିଏ ଜାଣିଛି । ଦିନକୁ ଦିନ ଏହି ଘଟଣା ବଢ଼ିବାରେ ଲାଗିଛି। ଖବର କାଗଜ, ସୋସିଆଲ ମିଡ଼ିଆ, ଟିଭି ସବୁଠାରେ ମୋ ବସ ଦୁର୍ଘଟଣାର ଖବର ଦେଖିବାକୁ ମିଳୁଛି । କେତେବେଳେ ଡ୍ରାଇଭରର ବେପରୁଆପଣ, କେତେବେଳେ ସ୍ପିଡ୍ ଡ୍ରାଇଭ୍ ପାଇଁ ବାରମ୍ବାର ଦୁର୍ଘଟଣା ଘଟାଉଥିବା ମୋ-ବସ୍ କୁ ନେଇ ଚିନ୍ତା ବଢ଼ିଚାଲିଛି । କେତେବେଳେ ଛୋଟପିଲା ଉପରେ ଚଢିଗଲାଣି ତ ପୁଣି କେତେବେଳେ ରାସ୍ତାରେ ପଥଚାରୀକୁ ଧକ୍କା ଦେଲାଣି। ଏବେ ଏହି ଲିଷ୍ଟରେ ଆଉ ଏକ ଗୁର୍ଘଟଣା ଯୋଗ ହୋଇଛି । ଭୁବନେଶ୍ୱର ତମାଣ୍ଡୋ ଥାନା ଅଧୀନ ଓଭରବ୍ରିଜ୍ ତଳେ ଶୁକ୍ରବାର ରାତିରେ ଏକ ମୋ ବସ୍ ଧକ୍କାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ସ୍ୱାମୀ ଗୁରୁତର ଆହତ ହୋଇଛନ୍ତି। ସୂଚନା…

Read More