Author: Ayesha Debnath

Istanbul: ଦୁନିଆରେ ଆମେ ପ୍ରାୟତଃ ୨ ପ୍ରକାରର ମଣିଷ ଦେଖିବାକୁ ପାଇବା । ପ୍ରଥମ ଯିଏ ନିଜକୁ ଡଗ ଲଭର(Dog Lover) କୁହେ ତ ପୁଣି କେହି କେହି ନିଜକୁ ବିଲେଇ ପ୍ରେମୀ (Cat Lover) ବୋଲି କୁହନ୍ତି । ହେଲେ ପ୍ରାୟତଃ ସମସ୍ତେ ନିଜ ଘରେ କୁକୁର ରଖିବାକୁ ପସନ୍ଦ କରନ୍ତି। କାରଣ କୁକୁରମାନେ ଦେଖିବାକୁ ଯେତେ ସୁନ୍ଦର ହୋଇଥାନ୍ତି, ସେମାନେ ସେତେ ହିଁ ବିଶ୍ୱସ୍ତ ହୋଇଥାନ୍ତି ।ସେମାନେ ଆମ ଘରକୁ ପ୍ରୋଟେକ୍ଟ କରିବା ସହ ଆମକୁ ଭଲପାଇ ଥାନ୍ତି। ହେଲେ ଆମେ ଏମିତି ଲୋକଙ୍କୁ ଦେଖିବା ଯେଉଁମାନେ କି ବିଲେଇକୁ ଟିକେ ବି ପସନ୍ଦ କରି ନଥାନ୍ତି। ତାଙ୍କୁ ଅଶୁଭ ବୋଲି ମାନେ କରନ୍ତି । ସେଥିପାଇଁ ତାଙ୍କୁ ଘରେ ନ ରଖିବା ସହ ବିଲେଇ ଦେଖିଲେ ତାଙ୍କୁ କଷ୍ଟ ପହଞ୍ଚାଇଥାନ୍ତି। ହେଲେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଦୁନିଆରେ ଏପରି ଏକ ସହର ଅଛି ଯେଉଁଠି…

Read More