Author: Ayesha Debnath

Bank Holiday: ସାଧାରଣ ଜନତାଙ୍କ ପାଇଁ ଏକ ବଡ଼ ଖବର। ଚଳିତ ମାସ ୨୬ ତାରିଖ ବୁଧବାର ଦିନ ରହିବ ବ୍ୟାଙ୍କ ଛୁଟି। ମହାଶିବରାତ୍ରି ସନାତନ ଧର୍ମର ଏକ ବଡ଼ ପର୍ବ । ଏହି ଅବସରରେ ସମସ୍ତ ବ୍ୟାଙ୍କ ବନ୍ଦ ବୋଲି ଘୋଷଣା କରାଯାଇଛି । ମୁଖ୍ୟତଃ ସମସ୍ତ ପର୍ବ ଏବଂ ଅନ୍ୟ ପୂଜା ଗୁଡ଼ିକରେ ବ୍ୟାଙ୍କ ବନ୍ଦ ହୋଇଥାଏ । ତେଣୁ ଏହି ଦିନ ମଧ୍ୟ ସମସ୍ତ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ । ଏଥିପାଇଁ ଛୁଟି ପୂର୍ବରୁ ସମସ୍ତ ବ୍ୟାଙ୍କ ଏବଂ ଆର୍ଥିକ କାର୍ଯ୍ୟ ଶେଷ କରି ନିଅନ୍ତୁ । ALSO READ: https://purvapaksa.com/odisha-gets-additional-central-assistance-of-rs-255-24-crore-from-ndrf/ https://purvapaksa.com/odisha-gets-additional-central-assistance-of-rs-255-24-crore-from-ndrf/

Read More