Author: Ayesha Debnath

Vastu Sastra: ଶାସ୍ତ୍ର ଅନୁଯାୟୀ, ହିନ୍ଦୁ ଧର୍ମରେ ସପ୍ତାହର ପ୍ରତ୍ୟେକ ଦିନର କିଛି ନା କିଛି ବିଶେଷ୍ୟତା ରହିଛି । ଯାହା ଆମ ଜୀବନ ଉପରେ ମଧ୍ୟ ପ୍ରଭାବ ପକାଇଥାଏ । ସେହିପରି ଗୋଟିଏ ବିଷୟ ହେଉଛି ଆମ କେଶ ବା ଚୁଟି କାଟିବା । କେଉଁ ବାରରେ ଆମକୁ କେଶ କାଟିବା ଦରକାର, ଏହାକୁ ନେଇ ଏବେ ବି ଦ୍ଵନ୍ଦ ଦେଖିବାକୁ ମିଳେ । ତେବେ ଆସନ୍ତୁ ଜାଣିବା କେଉଁ ଦିନ କେଶ କାଟିବା ଶୁଭ ଅଟେ । ପୌରାଣିକ ବିଶ୍ୱାସ ଅନୁଯାୟୀ, ହିନ୍ଦୁ ଧର୍ମରେ ଅନେକ ପରମ୍ପରା ଏବଂ ବିଶ୍ୱାସ ଅଛି ଯାହା ପ୍ରାଚୀନ କାଳରୁ ପାଳନ କରାଯାଉଛି । ଏହି ବିଶ୍ୱାସ ମଧ୍ୟରୁ ଗୋଟିଏ ହେଉଛି ସପ୍ତାହର କେଉଁ ଦିନ କେଶ କାଟିବା ଉଚିତ । କେଶ କାଟିବା ପାଇଁ ସୋମବାର, ବୁଧବାର ଏବଂ ଶୁକ୍ରବାର ସବୁଠାରୁ ଶୁଭ ଦିନ ଅଟେ ଏବଂ ଅପରପକ୍ଷେ ମଙ୍ଗଳବାର, ଶନିବାର…

Read More