Author: Ayesha Debnath

Mongolia: ପୃଥିବୀରେ ମଣିଷ ସମେତ ଅସଂଖ୍ୟ ପ୍ରାଣୀ ବାସ କରୁଛନ୍ତି । ଏହି ପଶୁମାନଙ୍କ ମଧ୍ୟରୁ କେତେକ ଅଛନ୍ତି, ଯାହା ସେମାନଙ୍କର ବୈଶିଷ୍ଟ ପାଇଁ ବେଶ ଜଣାଶୁଣା । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ଦେଶ ବିଷୟରେ କହିବାକୁ ଯାଉଛୁ ଯେଉଁଠାରେ ମଣିଷ ଅପେକ୍ଷା ଏହି ପଶୁ ଅଧିକ ଦେଖାଯାନ୍ତି । କ’ଣ ଆପଣ ଜାଣନ୍ତି, ଏମିତି ଏକ ଦେଶ ଅଛି ଯେଉଁଠାରେ ମଣିଷ ଅପେକ୍ଷା ଅଧିକ ଘୋଡା ଅଛି? ମୋଙ୍ଗୋଲିଆ ହେଉଛି ଏପରି ଏକ ଦେଶ ଯେଉଁଠାରେ ମଣିଷ ଅପେକ୍ଷା ଘୋଡା ଅଧିକ । କେବଳ ଏତିକି ନୁହେଁ, ଘୋଡାମାନେ ମଙ୍ଗୋଲିଆର ସଂସ୍କୃତି ଏବଂ ଇତିହାସର ଏକ ଅଂଶ । ମୋଙ୍ଗୋଲିଆର ଜନସଂଖ୍ୟା ପ୍ରାୟ ୩୪ ଲକ୍ଷ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଏଠାରେ ୪୦ ଲକ୍ଷରୁ ଅଧିକ ଘୋଡା ଅଛନ୍ତି, ଏହି ଦେଶରେ ପ୍ରତ୍ୟେକ ବ୍ୟକ୍ତିଙ୍କର ଅତି କମରେ ଗୋଟିଏ ଘୋଡା…

Read More