Author: Ayesha Debnath

Dhoni: କ୍ରିକେଟ ଦୁନିଆର ରହସ୍ୟମୟ ଖେଳାଳି ମହେନ୍ଦ୍ର ସିଂହ ଧୋନି। ସେ ଆଇପିଏୱଲ ବେଳେ ଆସନ୍ତି, ତାପରେ ଗାୟବ ହୋଇଯାଆନ୍ତି। ତାଙ୍କୁ କାଳେ ଫୋନକଲରେ ପାଇବା ସହଜ ନୁହେଁ। ସେ ଫୋନ୍ କାହିଁକି ରଖନ୍ତି ନାହିଁ ତାକୁ ନେଇ ବି ଅନେକ ଥିଓରୀ ଅଛି। ରହସ୍ୟମୟ ଧୋନୀ ଓ ତାଙ୍କ କାହାଣୀ ତାଙ୍କ ଭଳି ରହସ୍ୟମୟ। ତାଙ୍କ ମନରେ କ’ଣ ଚାଲିଛି ତାହା କେବଳ ଧୋନି ହିଁ ଜାଣନ୍ତି। ଆଇପିଏଲ୍ ଶେଷ ହେବା ପରେ ନିଖୋଜ ହୋଇଯାଇଥିବା ଧୋନି ଏବେ ପୁଣି ଥରେ ଫେରିଛନ୍ତି । ଆଉ ତାଙ୍କ ଫେରିବା ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଠିକରେ କହିଲେ ଧୋନିଙ୍କ ବ୍ଲାକ୍ ଟି ସର୍ଟ୍ ସୋସିଆଲ ମିଡିଆ ଏବଂ ଧୋନୀଙ୍କ ଫ୍ୟାନଙ୍କୁ ବ୍ୟସ୍ତ କରିଦେଇଛି। ଟି ସର୍ଟରେ କୋର୍ଡ୍ ୱାର୍ଡରେ ଲେଖାଥିବା କିଛି କଥାକୁ ନେଇ ପୁରା ସୋସିଆଲ ମିଡିଆ ସେରଲକ ହୋମ୍ସ ପାଲଟି ଯାଇଛି। ସେଇ କଳା ଟି…

Read More