Author: Ayesha Debnath

Subhadra Yojana: ଆଜି ଆସିବ ସୁଭଦ୍ରା ଟଙ୍କା। ପ୍ରଥମ କିସ୍ତିର ପଞ୍ଚମ ପର୍ଯ୍ୟାୟରେ ମିଳିବ ସୁଭଦ୍ରା ଟଙ୍କା। ଦୁଇ ଦିନ ପରେ ଦ୍ୱିତୀୟ କିସ୍ତିର ଟଙ୍କା ମଧ୍ୟ ହିତାଧିକାରୀ ପାଇବେ। ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଇଁ ଖୁସି ଖବର। ଆଜି ବ୍ୟାଙ୍କ ଆକାଉଣ୍ଟକୁ ଆସିବ ସୁଭଦ୍ରା ଟଙ୍କା। ୨ ଲକ୍ଷ ୩୦ ହଜାରରୁ ଅଧିକ ହିତାଧିକାରୀ ପାଇବେ ସୁଭଦ୍ରା ଟଙ୍କା। ତେବେ ଆଜି ଆକାଉଣ୍ଟକୁ ଆସିବ ୫ ହଜାର, ପୁଣି ଶନିବାର ଆଉ ୫ ହଜାର, ସୁଭଦ୍ରାରେ ଡବଲ୍‌ କିସ୍ତି ମିଳିବ। ଏହାର ସୂଚନା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଦେଇଛନ୍ତି । ଦିନ ୧୨ଟାରେ ଖାତାକୁ ଯିବ ‘ସୁଭଦ୍ରା’ ଟଙ୍କା। ଏହାର ଦିନକ ପରେ ୮ ତାରିଖରେ ମହିଳା ଦିବସ ଉପଲକ୍ଷେ ମିଳିବ ଆଉ ୫ ହଜାର ଟଙ୍କା । ତେବେ ଏହି ଯୋଜନାରୁ ଯୋଗ୍ୟ ହିତାଧିକାରୀ କୌଣସି ପରିସ୍ଥିତିରେ ବାଦ ପଡିବେନି। ବଞ୍ଚିତ ହିତାଧିକାରୀଙ୍କୁ ଖୋଜି ବାହାର କରାଯିବ। ସେଥିପାଇଁ…

Read More