Author: Ayesha Debnath

Anubhav Jagruti Marriage: ପୁଣିଥରେ ଲୋକପ୍ରିୟ ଯୋଡ଼ି ଅନୁଭବ-ଜାଗୃତିଙ୍କ ବାହାଘରକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଜୋର୍ ଧରିଛି । ସତରେ ନିର୍ବନ୍ଧ କରିଛନ୍ତି କି ଅନୁଭବ-ଜାଗୃତି ? ସିନେ ଅଭିନେତା ତଥା ପୂର୍ବତନ ସାଂସଦ ଅନୁଭବ ମହାନ୍ତିଙ୍କ ସହିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କ ବିବାହ ବିଚ୍ଛେଦ ପରେ ଅନୁଭବ ପୁଣି କେବେ ଓ କାହାକୁ ବିବାହ କରିବେ, ଅନେକ ସମୟରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଅନେକ ଚର୍ଚ୍ଚା ଚାଲିଥାଏ । ବର୍ତ୍ତମାନ ଏହି ଚର୍ଚ୍ଚାକୁ ଖୋରାକ ଯୋଗାଇଛି ବିଭିନ୍ନ ଚ୍ୟାନେଲରେ ଦେଇଥିବା ଦୁହିଁଙ୍କର ସାକ୍ଷାତ୍କାର । ପୂର୍ବତନ ପତ୍ନୀ ବର୍ଷାଙ୍କ ଠାରୁ ଛାଡ଼ପତ୍ର ନେବା ପରେ ଏବେ ଅଭିନେତା ଆଉ ଥରେ ବିବାହ ଯାଉଛନ୍ତି । ତେବେ ଆଜି ଅଭିନେତା ଅନୁଭବ ମହାନ୍ତି ତାଙ୍କ ବାନ୍ଧବୀ ତଥା ସାମ୍ବାଦିକା ଜାଗୃତି ଶୁକ୍ଲାଙ୍କ ସହ ନିର୍ବନ୍ଧ ହେବ ବୋଲି ଚର୍ଚ୍ଚା ଜୋର ଧରିଛି ଏବଂ ଆସନ୍ତା ୧୧ ତାରିଖରେ ବାହାଘର…

Read More