Author: Ayesha Debnath

Gold Rate: ଲଗାତାର ସୁନା ଦର ବୃଦ୍ଧି ହେବା ସତ୍ୱେ ଲୋକମାନେ ଏହାକୁ ସେତେ ହିଁ ଉତ୍ସାହର ସହ କିଣୁଛନ୍ତି । ଦର ବୃଦ୍ଧିକୁ ନେଇ ସୁନା ପ୍ରେମୀଙ୍କ ମଧ୍ୟରେ ନୈରାଶ୍ୟଜନକ ବାତାବରଣ ଦେଖିବାକୁ ମିଳୁଛି। ତେବେ ପ୍ରତିଦିନ ସୁନା ଦରରେ ପରିବର୍ତ୍ତନ ଆସିଥାଏ । ଯଦି ଆପଣ ଆଜି ସୁନା-ଅଳଙ୍କାର କିଣିବା ପାଇଁ ଯୋଜନା କରୁଛନ୍ତି ତେବେ ଏହାର ଦର ଜାଣିବା ନିହାତି ଅବଶ୍ୟକ। ସାରା ବିଶ୍ୱରେ କିଛି ଦିନେ ହେବ ସୁନା ଦର ବଢି ଚାଲିଥିଲା । ମାତ୍ର ଆଜି ସୁନା ମୂଲ୍ୟରେ ହ୍ରାସ ଦେଖିବାକୁ ମିଳିଛି। ଆଜି ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପିଛା ୮୭ ହଜାର ୧୬୦ ଟଙ୍କା ହୋଇଛି । ଏହାସହ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୭୯, ୯୦୦ ଟଙ୍କାରେ କାରବାର ଆରମ୍ଭ କରିଛି। ସେହିପରି ଆଜି ଭୁବନେଶ୍ୱରରେ ୨୨ କ୍ୟାରେଟ ସୁନା ଦର ୭୯, ହଜାର…

Read More