Author: Ayesha Debnath

Pakistani YouTube channels: ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ପରେ ଭାରତ ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଭାରତ, ଏହାର ସେନା ଏବଂ ସୁରକ୍ଷା ଏଜେନ୍ସି ବିରୋଧରେ ଉତ୍ତେଜନାମୂଳକ, ସାମ୍ପ୍ରଦାୟିକ ଭାବରେ ସମ୍ବେଦନଶୀଳ ବିଷୟବସ୍ତୁ ଏବଂ ମିଥ୍ୟା ବୟାନ ପ୍ରସାର କରୁଥିବା ୧୬ଟି ପାକିସ୍ତାନୀ ୟୁଟ୍ୟୁବ ଚ୍ୟାନେଲକୁ ନିଷିଦ୍ଧ କରିଛି ବୋଲି ସରକାରୀ ସୂତ୍ରରୁ ପ୍ରକାଶ। ପ୍ରାୟ ୬୩ ନିୟୁତ ସବସ୍କାଇବର ଥିବା ଏହି ନିଷିଦ୍ଧ ପ୍ଲାଟଫର୍ମଗୁଡ଼ିକ ମଧ୍ୟରେ ଡନ୍ ନ୍ୟୁଜ୍, ସାମା ଟିଭି, ଏଆରୱାଇ ନ୍ୟୁଜ୍, ବୋଲ ନ୍ୟୁଜ୍, ରାଫ୍ତାର, ଜିଓ ନ୍ୟୁଜ୍ ଏବଂ ସୁନୋ ନ୍ୟୁଜ୍ ଭଳି ପ୍ରମୁଖ ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ୍ ଅନ୍ତର୍ଭୁକ୍ତ । ଇର୍ଶାଦ ଭଟ୍ଟୀ, ଅସ୍ମା ଶିରାଜି, ଉମର ଚିମା ଏବଂ ମୁନିବ ଫାରୁକ୍ ଙ୍କ ଭଳି ସାମ୍ବାଦିକଙ୍କ ଦ୍ୱାରା ପରିଚାଳିତ ୟୁଟ୍ୟୁବ୍ ଚ୍ୟାନେଲଗୁଡ଼ିକୁ ମଧ୍ୟ ଭାରତୀୟ ବ୍ୟବହାରକାରୀଙ୍କ ପାଇଁ ଅବରୋଧ କରାଯାଇଛି । ଅନ୍ୟାନ୍ୟ ନିଷିଦ୍ଧ ଚ୍ୟାନେଲ ଗୁଡ଼ିକ…

Read More