Author: Ayesha Debnath

Vastu Tips: ଅନେକ ସମୟରେ ଆମେ ଜାଣି ବା ନଜାଣି ଆମର କାର୍ଯ୍ୟାଳୟ ଟେବୁଲକୁ ସଜେଇବା ପାଇଁ କିଛି ଏଭଳି ଜିନିଷ ରଖିଦେଇଥାଉ ଯାହା ବାସ୍ତୁ ହିସାବରେ ଶୁଭ ହୋଇ ନଥାଏ । ଏଥିରୁ ଉନ୍ନତି ବନ୍ଦ ହେବାର ସମ୍ଭାବନା ରହିଛି। ଜାଣନ୍ତୁ କେଉଁ ସମସ୍ତ ବସ୍ତୁଗୁଡିକୁ କାର୍ଯ୍ୟାଳୟ ଟେବୁଲରେ ରଖିବା ଉଚିତ ନୁହେଁ । କାର୍ଯ୍ୟାଳୟର ଟେବୁଲରେ କେବେ ବି ଆଲୋଭେରା, ତୁଳସୀ, ବାଉଁସ ଭଳି ଗଛ ରଖିବା ଉଚିତ ନୁହେଁ। ତୁଳସୀ ଏକ ପୂଜନୀୟ ଗଛ, ତେଣୁ ଅସ୍ଵଛ ହାତରେ ତୁଳସୀକୁ ଛୁଇଁଲେ ଦୋଷ ଲାଗିପାରେ। ସେହିଭଳି ଅନ୍ୟ ଗଛମାନେ ତୁମର ମନକୁ ବିଚଳିତ କରି ପାରନ୍ତି । ଏଥିରୁ ଆପଣ ଲକ୍ଷ୍ୟକୁ ଭୁଲି ଯାଇ ପାରନ୍ତି। କାର୍ଯ୍ୟାଳୟର ଟେବୁଲ୍‌ରେ ଆପଣଙ୍କୁ କେବେ କୌଣସି ଅବ୍ୟବହାରୀ କାଗଜ, ପୁରୁଣା ଫାଇଲ୍‌ କିମ୍ବା ଡକ୍ୟୁମେଣ୍ଟ ରଖିବା ଉଚିତ ନୁହେଁ। ଏଥିରୁ ନେଗେଟିଭ୍ ଏନର୍ଜି ବଢିଯାଏ ଏବଂ ନିର୍ଣ୍ଣୟ ନେବାର ସକ୍ତି…

Read More