Author: Ayesha Debnath

Summer diseases: ଗରମ ଦିନେ ଅତ୍ୟଧିକ ଖରା ଏବଂ ଡିହାଇଡ୍ରେସନ୍‌ର କାରଣରୁ ଥକ୍କାପଣ ଏବଂ କମଜୋରୀ ଲାଗିଥାଏ । ସଧାରଣତଃ ଲୋକମାନଙ୍କୁ ଅତ୍ୟଧିକ ଖରା ପାଇଁ ଝାଳ ବାହାରିଥାଏ। ଯାହା ଫଳରେ ଶରୀରରେ ଅନେକ ପ୍ରକାରର ସମସ୍ୟା ଦେଖା ଦେଇଥାଏ । ସାଧାରଣତଃ ଗରମ ଆରମ୍ଭରୁ ହିଁ ଲୋକମାନଙ୍କ ମଧ୍ୟରେ ଅନେକ ଖତରନାକ ଏବଂ ବଡ ରୋଗର ବିପଦ ବୃଦ୍ଧି ପାଇବା ଆରମ୍ଭ କରେ। ଏପରି ସମୟରେ ପ୍ରଚଣ୍ଡ ଖରା ଏବଂ ଡିହାଇଡ୍ରେସନ ଫଳରୁ ଶରୀରରେ ବହୁତ ଥକ୍କାପଣ ଓ କମଜୋରୀ ଆସେ। ଏହାସହ ଖରା ପାଇଁ ଆମ ଶରୀରରୁ ଝାଳ ବାହାରିଥାଏ, ଯାହାଫଳରେ ଅନେକ ପ୍ରକାରର ରୋଗ ହେବାର ମଧ୍ୟ ସମ୍ଭାବନା ବଢ଼ିଥାଏ। ଚଳିତବର୍ଷ ମାର୍ଚ୍ଚ ମାସରୁ ହିଁ ତାଣ୍ଡବ କରୁଛି ଖରା । ଏହା ସହିତ ଅନେକ ଲୋକ ଅସୁସ୍ଥ ହେବାକୁ ଆରମ୍ଭ କରିଛନ୍ତି। ପ୍ରାୟତଃ ଗରମ ଦିନ ଆରମ୍ଭ ହେବା ସହ ଲୋକମାନେ ପାଣିର ଅଭାବ ଓ…

Read More