Author: Ayesha Debnath

Mahabharat : ମହାଭାରତ କାଳରେ ଯେତେବେଳେ ଧୃତରାଷ୍ଟ୍ର ପାଣ୍ଡବ ଓ କୌରବଙ୍କ ମଧ୍ୟରେ ନିଜ ରାଜ୍ୟର ବଣ୍ଟନ କରିଥିଲେ, ସେତେବେଳେ ହସ୍ତିନାପୁର କୌରବଙ୍କୁ ମିଳିଥିଲା । ସେହିପରି ଖାଣ୍ଡବପ୍ରସ୍ଥ ପାଣ୍ଡବଙ୍କୁ ଦିଆଯାଇଥିଲା। ଖାଣ୍ଡବପ୍ରସ୍ଥ ଏକ ଘନ ଜଙ୍ଗଲ ଥିଲା, ଯେଉଁଠାରେ ସୂର୍ଯ୍ୟଙ୍କ ଆଲୋକ ମଧ୍ୟ ପହଞ୍ଚି ପାରୁ ନଥିଲା। ପାଣ୍ଡବମାନେ ଭଗବାନ କୃଷ୍ଣ ଓ ବିଶ୍ୱକର୍ମାଙ୍କ ସହାୟତାରେ ଏହାକୁ ନିଜ ରାଜଧାନୀ ଭାବେ ଗଢ଼ିଥିଲେ ଏବଂ ଇନ୍ଦ୍ରପ୍ରସ୍ଥ ସ୍ଥାପନ କରିଥିଲେ। କୁହାଯାଏ ଯେ ମହାଭାରତ କାଳର ଇନ୍ଦ୍ରପ୍ରସ୍ଥ ହିଁ ଆଜିର ଦିଲ୍ଲୀ, କିନ୍ତୁ ଏହାର ପ୍ରମାଣ କ’ଣ? ଭାରତୀୟ ପୁରାତତ୍ତ୍ୱ ସର୍ଭେ (ASI) ବର୍ତ୍ତମାନ ପାଣ୍ଡବଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥକୁ ଖୋଜୁଛି। ଏଥିପାଇଁ ଖୁବ୍ ଶୀଘ୍ର ଦିଲ୍ଲୀର ପୁରାତନ କିଲ୍ଲାରେ ଖନନ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଛି। ଏଏସଆଇ ଏହା ପାଇଁ ନିଜର ଅନୁମୋଦନ ମଧ୍ୟ ଦେଇ ସାରିଛି। ତେଣୁ ଆସନ୍ତୁ ଜାଣିବା ଯେ ଦିଲ୍ଲୀର ପୁରାତନ କିଲ୍ଲାରେ ଏଏସଆଇ କାହିଁକି ପାଣ୍ଡବଙ୍କ…

Read More