Author: Ayesha Debnath

Walking Tips : ଆଜିର ସମୟରେ ସମସ୍ତଙ୍କୁ ଫିଟ୍ ଏବଂ ସୁସ୍ଥ ରହିବା ଆବଶ୍ୟକ । ଏଥିପାଇଁ ଆମେ ପ୍ରତିଦିନ ଚାଲିବା ଏବଂ ପରିଶ୍ରମ କରିବାକୁ ଚେଷ୍ଟା କରିଥାଉ । ଯାହାଦ୍ୱାରା ଚାପ କମିଯାଏ ଏବଂ ଶରୀର ଫିଟ୍ ରହିଥାଏ । କିନ୍ତୁ, ଆଜିର ବ୍ୟସ୍ତବହୁଳ ଜୀବନରେ ସୁସ୍ଥ ରହିବା ସହଜ ନୁହେଁ । କାର୍ଯ୍ୟ ହେତୁ, ଆମେ ନିୟମିତ ଭାବରେ ଆମର ଜୀବନଶୈଳୀ ପ୍ରତି ଅଧିକ ଧ୍ୟାନ ଦେଇନଥାଉ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ସୁସ୍ଥ ରହିବା ପାଇଁ ପ୍ରତିଦିନ ଚାଲିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ପ୍ରତିଦିନ ଅତି କମରେ ଦଶ ହଜାର ଷ୍ଟେପ ଚାଲିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି, ଯାହାଫଳରେ ଫିଟନେସ୍ ବଜାୟ ରହିବ । ଚାଲିବାର ଲାଭ ବିଷୟରେ ପ୍ରାୟତଃ ଆମେ ସମସ୍ତେ ଜାଣିଛେ । ସୁସ୍ଥ ଶରୀର ଏବଂ ସୁସ୍ଥ ମନ ପାଇଁ ଚାଲିବା ଅତ୍ୟନ୍ତ ଲାଭଦାୟକ ବୋଲି ବିବେଚନା କରାଯାଏ । ଏହି ପରିପ୍ରେକ୍ଷୀରେ,…

Read More