Author: Ayesha Debnath

Mooli Achar: ଶୀତଦିନେ ବଜାରରେ ବିଭିନ୍ନ ପ୍ରକାରର ଶାଗ ମିଳିବା ସହ ଆଉ ଏକ ପରିବା ମଧ୍ୟ ମିଳିଥାଏ । ସେ ହେଉଛି ମୂଳା । ମୂଳା ଖାଇବାକୁ ବେଶ ସ୍ୱାଦିଷ୍ଟ ହୋଇଥାଏ । ସେଥିରୁ ଆପଣ ଅନେକ ପ୍ରକାରର ତରକାରୀ ତିଆରି କରି ପାରିବେ । ହେଲେ ଆପଣ କେବେ ମୂଳାର ଆଚାର ତିଆରି କରିଛନ୍ତି ବା ଖାଇଛନ୍ତି କି ? ମୂଳା ଆଚାର ତିଆରି କରିବା ସମୟରେ ସଠିକ୍ ପଦ୍ଧତି ଅନୁସରଣ କରିବା ଅତ୍ୟନ୍ତ ଜରୁରୀ । କାରଣ ଛୋଟ ଭୁଲଗୁଡ଼ିକ ଏହାର ସ୍ୱାଦ ଏବଂ ଗୁଣକୁ ନଷ୍ଟ କରିପାରେ । ଯଦି ଆପଣ ଆମ୍ଭ, ନିମ୍ବୁ ଆଚାର ଖାଇ ବିରକ୍ତ ହୋଇ ଯାଇଛନ୍ତି, ତେବେ ଆପଣଙ୍କୁ ଆଉ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଶୀତ ଋତୁ ଆରମ୍ଭ ହୋଇଛି ଏବଂ ଏହି ଋତୁରେ ବଜାରରେ ଅନେକ ପ୍ରକାରର ପନିପରିବା ଉପଲବ୍ଧ । ପନିପରିବା ପାଇବା ସହିତ…

Read More