Author: Ayesha Debnath

Animals Feast Together: ଯଦି ଆପଣ ଭାବୁଛନ୍ତି କେବଳ ମଣିଷମାନେ ଏକାଠି ବସି ଖାଦ୍ୟ ଖାଇଥାନ୍ତି ବା ଭୋଜି କରିଥାନ୍ତି । ତେବେ ଆମେ ଆପଣଙ୍କୁ କହିବୁ ଯେ ବାସ୍ତବରେ ଏହା ନୁହେଁ । ମଣିଷ ଛଡ଼ା କେତେକ ପ୍ରାଣୀ ମଧ୍ୟ ଏହିପରି କରିଥାନ୍ତି । ଯେଉଁମାନେ ଏକାଠି ଭୋଜନ କରନ୍ତି । ଇଂରାଜୀରେ ଏକ ପ୍ରବାଦ ଅଛି ‘Family that eats together stays together.’ ଏହାର ଅର୍ଥ ହେଉଛି ‘ ଯେଉଁ ପରିବାର ଏକତ୍ର ଖାଏ, ସେମାନେ ଏକାଠି ରୁହନ୍ତି ।’ ଏହି କଥା ମଣିଷ ପାଇଁ ବୁଝାପଡ଼େ। ସେଥିପାଇଁ ଆଜି ବି, ଏତେ ବ୍ୟସ୍ତବହୁଳ ଜୀବନ ସତ୍ତ୍ୱେ ଅଧିକାଂଶ ପରିବାର ଏକାଠି ବସି ଖାଇବାକୁ ପସନ୍ଦ କରନ୍ତି। କିନ୍ତୁ କେବଳ ମଣିଷମାନେ ଭୋଜି କରୁଛନ୍ତି କି ? ଯଦି ଆପଣଙ୍କୁ କୁହାଯାଏ ଯେ ପଶୁମାନେ ମଧ୍ୟ ଏହା କରନ୍ତି, ତେବେ ଆପଣ ଏହାକୁ ବିଶ୍ୱାସ କରିବେ କି?…

Read More