Author: Ayesha Debnath

Groom Grooming: ବିବାହର ଦିନ ଉଭୟ ବର ଓ କନ୍ୟା ପାଇଁ ଜୀବନର ଏକ ନୂଆ ଅଧ୍ୟାୟ ଆରମ୍ଭ ହୋଇଥାଏ । ବିବାହ ବନ୍ଧନରେ ଆବଦ୍ଧ ହୋଇ ଜୀବନର ଆଉ ଏକ ପାହାଚରେ ପାଦ ଦେଇଥାନ୍ତି ପୁଅ ଓ ଝିଅ । ଭାରତରେ ବିବାହ ଉତ୍ସବ ବେଶ୍ ଯାକଜମକରେ ପାଳିତ ହୁଏ । ବିବାହ ଉତ୍ସବର ଅବିଚ୍ଛେଦ୍ୟ ଅଂଶ ହେଲା ଗ୍ରୁମିଂ ବା ବରକୁ ସଜେଇ ଧଜେଇ ରଖିବା । ବିବାହର କିଛି ଦିନ ପୂର୍ବରୁ ବରର ସବୁ କ୍ଷେତ୍ରରେ ଯତ୍ନ ନେବା ହିଁ ଗ୍ରୁମିଂ । ସାଧାରଣତଃ ଆମେ ବ୍ରାଇଡାଲ ବା କନ୍ୟା ଗ୍ରୁମିଂ କଥା କହିଥାଉ କିନ୍ତୁ, ବରଙ୍କର ବି ଗ୍ରୁମିଂ ହୋଇପାରିବ । ଆଜି ଆମେ ବିବାହ କରିବାକୁ ଥିବା ବର ଓ ସେମାନଙ୍କ ସ୍ୱାସ୍ଥ୍ୟ ସୌନ୍ଦର୍ଯ୍ୟ ପ୍ରସଙ୍ଗ ଅର୍ଥାତ୍ ଗ୍ରୁମ ଗ୍ରୁମିଂ ସଂପର୍କରେ ଆଲୋଚନା କରିବା । ବିବାହ ଦିନ ବରମାନେ କେମିତି ଝଲସିବେ ଓ…

Read More