Author: Ayesha Debnath

Lime Water: ଲେମ୍ୱୁ ଆମ ଶରୀର ପାଇଁ ଅନେକ ଲାଭଦାୟକ। ଏହା ଆମକୁ ଅନେକ ସମସ୍ୟାରୁ ମୁକ୍ତି ଦେବା ସହ ଆମକୁ ଡିହାଇଡ୍ରେଡ଼ ରଖିଥାଏ । ଆମର ଶରୀରକୁ ନିରୋଗ ରଖିବା ପାଇଁ ଉତ୍ତମ ପୁଷ୍ଟିକର ଖାଦ୍ୟ ନିହାତି ଆବଶ୍ୟକ। ବେସ୍ତ ଜୀବନଶୈଳୀରେ ଭଲ ଖାଦ୍ୟ ଖାଇବା ଅଭ୍ୟାସ କରିବା କଷ୍ଟକର। ଲେମ୍ୱୁ ଏମିତି ଏକ ଜିନିଷ ଯାହାକୁ ପ୍ରାୟତଃ ଆମେ ପ୍ରତିଦିନ ଖାଇଥାଉ। ଏହା କେବଳ ଖାଦ୍ୟର ସ୍ୱାଦ ବଢାଏ ତାହା ନୁହେଁ, ଶରୀରକୁ ସୁସ୍ଥ ରଖିବାରେ ଏହାର ବଡ଼ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। କାରଣ ଏଥିରେ ଭିଟାମିନ-ସି, ବି-୬, ଥାୟାମିନ, ନିୟାସିନ, ରିବୋଫ୍ଲାବିନ ଓ ଫେଲେଟ ଭଳି ପୋଷକ ତତ୍ତ୍ୱ ରହିଛି। ଯାହାର ଅନେକ ଉପକାରୀ ଗୁଣ ରହିଛି। ତେବେ ଜାଣିବା ଖାଲି ପେଟରେ ଲେମ୍ୱୁ ପାଣି ପିଇଲେ କଣ ହୁଏ। ଖାଲି ପେଟରେ ଲେମ୍ବୁ ପାଣି ପିଇବାର ଫାଇଦା ହାଇଡ୍ରେସନ୍ ବୃଦ୍ଧି ଲେମ୍ବୁ ପାଣିରୁ ଆପଣଙ୍କ ଦିନ…

Read More