Author: Ayesha Debnath

Benefits Of Fasting: ବ୍ରତ ବା ଉପବାସ ଆମ ସଂସ୍କୃତି ଏବଂ ପରମ୍ପରାର ଏକ ମହତ୍ତ୍ୱପୂର୍ଣ୍ଣ ଅଙ୍ଗ। ଉପବାସ ଦ୍ୱାରା ହଜମ ପ୍ରକ୍ରିୟା ଭଲ କାମ କରିବା ଆରମ୍ଭ କରେ ଏବଂ ସେଥିପାଇଁ ଆପଣ କୋଷ୍ଠକାଠିନ୍ୟ, ଷ୍ଟ୍ରେସ ଏବଂ ପେଟ ଯନ୍ତ୍ରଣାରୁ ମୁକ୍ତି ପାଇପାରିବେ । ଏହା ମନକୁ ଶାନ୍ତ ରଖେ, ଏହି ସମୟ ମଧ୍ୟରେ ଆପଣ ଅନୁଭବ କରିବ ଯେ ଆପଣଙ୍କୁ କମ୍ କ୍ରୋଧ ଆସିବ ଏବଂ ଆରାମଦାୟକ ମନୋଭାବ ରହିଥାଏ । ଚିନ୍ତା ଏବଂ ଉଦାସୀନତା ଭୋଗୁଥିବା ଲୋକଙ୍କ ପାଇଁ ଉପବାସ ଲାଭଦାୟକ ପ୍ରମାଣିତ ହୋଇପାରେ । ଏହାସହ ଅନ୍ୟ ଅଙ୍ଗଭଳି ପାଚକ ତନ୍ତ୍ରକୁ ମଧ୍ୟ ଟିକେ ଆରାମ ନିହାତି ଆବଶ୍ୟକ। ଏଥିପାଇଁ ସମୟ ସମୟରେ ଉପବାସର ଅବଶ୍ୟକତା ରହିଛି। ତେବେ ଆସନ୍ତୁ ଜାଣିବା ଉପବାସ ରହିବା ଦ୍ୱାରା କ’ଣ ସବୁ ଲାଭ ହୋଇଥାଏ: ଧାର୍ମିକ ଗ୍ରନ୍ଥ ଅନୁସାରେ, ଉପବାସ ରହିବା ଦ୍ୱାରା ଶରୀର ଓ ମନ ଶୁଦ୍ଧ…

Read More