Author: Ayesha Debnath

Divorce: ବିବାହ ହେଉଛି ସୃଷ୍ଟିର ନିୟମ। ନୀଡ଼ ରଚନାର ଆଦିପର୍ବ ହେଉଛି ବିବାହ। ଦୁଇ ମନ ଦୁଇ ଦେହ ଏକାଠି ହେବାର ଏକ ଦୁର୍ବାର ପ୍ରତିଜ୍ଞା ହେଉଛି ବିବାହ। ସାତଜନ୍ମ ପାଇଁ କେହି କାହା ଠାରୁ ଅଲଗା ନ ହେବା ପାଇଁ ବନ୍ଧନର ନାମ ହେଉଛି ବିବାହ। ସାହାନାଇ, ଶୁଭଶଙ୍ଖର ଧ୍ୱନି, ବ୍ରହ୍ମରେ ମନ୍ତ୍ରପାଠ, ତେତ୍ରିଶକୋଟି ଦେବାଦେବୀଙ୍କୁ ସାକ୍ଷୀ ରଖି ପୁଅଟିଏ ଝିଅକୁ ବରଣ କରିନିଏ ସାତଜନ୍ମ ପାଇଁ। ସଂସାର ପଥରେ ପଥିକ ସାଜନ୍ତି ଉଭୟେ। ଉଭୟଙ୍କୁ କେତୋଟି ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅବତୀର୍ଣ୍ଣ ହେବାକୁ ପଡ଼େ। ସେଗୁଡ଼ିକ ହେଉଛି ଦାୟିତ୍ୱବୋଧ ଆଉ କର୍ତ୍ତବ୍ୟ। ଉଭୟ ଶ୍ରମ ସ୍ୱେଦ ଆଉ ସହଯୋଗ ଓ ବୁଝାମଣାରେ ଏହି ବିବାହ ନାମକୁ ନୀଡ଼କୁ ବଞ୍ଚାଇ ରଖନ୍ତି ତମାମ ଜୀବନ। ଯେଉଁ ଜୀବନରେ ପର ମୂହୁର୍ତ୍ତରେ କୁନି କୁନି ଜହ୍ନ ତାରା ଜନ୍ମ ନିଅନ୍ତି। ସେମାନଙ୍କୁ ସମାଜରେ ଉଡ଼ାଇ ଶିଖାଇବା ପାଇଁ ସ୍ୱାମୀ ସ୍ତ୍ରୀ ତିଳ ତିଳ…

Read More