Author: Aradhana

କାଜୁ ବାଦାମ ବହୁତ ଶକ୍ତିଶାଳୀ ଶୁଖିଲା ଫଳ । ଏହାକୁ ଖାଇବା ଦ୍ୱାରା ଶରୀର ସୁସ୍ଥ ରହିବା ସହ ଅନେକ ପ୍ରକାର ରୋଗ ଭଲ ହୋଇଥାଏ। କାଜୁ ବାଦାମ ଅନେକ ଲୋକଙ୍କର ପ୍ରିୟ ଶୁଖିଲା ଫଳ ଅଟେ । କାଜୁକୁ ଅଧିକାଂଶ ସମୟରେ ଜଳଖିଆ, ପନିପରିବା କିମ୍ବା ମିଠା ଭାବରେ ବ୍ୟବହାର କରାଯାଏ । ତେଣୁ ପ୍ରତିବର୍ଷ ନଭେମ୍ବର ୨୩ ରେ ଜାତୀୟ କାଜୁ ଦିବସ ପାଳନ କରାଯାଏ ।କାଜୁ ବାଦାମ ଏକ ଅତ୍ୟନ୍ତ ସ୍ୱାଦିଷ୍ଟ ଏବଂ ପୁଷ୍ଟିକର ବାଦାମ, ଯେଉଁଥିରେ ଭିଟାମିନ୍, ମିନେରାଲ୍ସ ଏବଂ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ଥାଏ । ତେବେ କିଛି ଲୋକ ବିଶ୍ୱାସ କରନ୍ତି ଯେ ଅଧିକ କାଜୁ ଖାଇବା ଦ୍ୱାରା ଓଜନ ବଢିଯାଏ । ସେଥିପାଇଁ ସେମାନେ ଏଥିରୁ ଦୂରେଇ ରୁହନ୍ତି।କାଜୁ ବାଦାମରେ ମ୍ୟାଗ୍ନେସିୟମ୍, ପୋଟାସିୟମ୍, କପର, ଜିଙ୍କ୍, ଆଇରନ୍, ମାଙ୍ଗାନିଜ୍ ଏବଂ ସେଲେନିୟମ ଭଳି ପୋଷକ ତତ୍ତ୍ୱ ରହିଥାଏ, ଯାହା ସ୍ୱାସ୍ଥ୍ୟ ପାଇଁ…

Read More