Author: Aradhana

ମିଆଁମାର, ଲାଓସ୍, କାମ୍ବୋଡିଆ ଓ ଭିଏତନାମ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରୁ ଆସୁଥିବା ଜାଲିଆତି ଅନ୍ତର୍ଜାତୀୟ କଲ୍ ଏବଂ ସାଇବର ଅପରାଧକୁ ରୋକିବା ପାଇଁ ନିକଟରେ ଦୂରସଞ୍ଚାର ବିଭାଗ ଏକ ବଡ଼ ପଦକ୍ଷେପ ନେଇଛି। ମିଆଁମାର, ଲାଓସ୍, କାମ୍ବୋଡିଆ ଏବଂ ଭିଏତନାମ ଭଳି ଦକ୍ଷିଣ-ପୂର୍ବ ଏସୀୟ ଦେଶଗୁଡ଼ିକରୁ ଆସୁଥିବା ଜାଲିଆତି ଅନ୍ତର୍ଜାତୀୟ କଲ୍ ଏବଂ ସାଇବର ଅପରାଧକୁ ରୋକିବା ପାଇଁ ଟେଲିକମ୍ ବିଭାଗ ନିକଟରେ ଏକ ବଡ଼ ଅଭିଯାନ ଆରମ୍ଭ କରିଛି। ଡିଜିଟାଲ ଠକେଇକୁ ରୋକିବା ଉଦ୍ଦେଶ୍ୟରେ ଡିଓଟି ଏହି ଦେଶଗୁଡ଼ିକରେ ପ୍ରାୟ ୪.୮ ଲକ୍ଷ ନକଲି ମୋବାଇଲ ଠାବ କରିଛି। କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ବିଭାଗ ଏପର୍ଯ୍ୟନ୍ତ ଏଭଳି ସାଢ଼େ ତିନି ଲକ୍ଷ ସଂଯୋଗକୁ ବନ୍ଦ କରିସାରିଛି । ଏଥିସହ ବାକି ୨.୮ ଲକ୍ଷ ନମ୍ବର ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି। ମୋବାଇଲ ସଂଯୋଗ ବ୍ୟତୀତ, ଡିଓଟି ଏହି ଠକେଇ କାର୍ଯ୍ୟକଳାପରେ ସମ୍ପୃକ୍ତ ଥିବା ୬,୨୦୦ ମୋବାଇଲ୍ ହ୍ୟାଣ୍ଡସେଟକୁ ଚିହ୍ନଟ…

Read More