Author: Aradhana

EPF Wage Ceiling Hike: ନଭେମ୍ବର ୩୦ରେ ସିବିଟି ବୈଠକରେ ଇପିଏଫ ମଜୁରି ସୀମା ବୃଦ୍ଧି ପାଇଁ ସହମତି ହୋଇଛି କିନ୍ତୁ ନୂଆ ବର୍ଷ ୨୦୨୫ରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇପାରେ। କେନ୍ଦ୍ର ସରକାର କର୍ମଚାରୀଙ୍କ ପାଇଁ ସାମାଜିକ ସୁରକ୍ଷା ଯୋଜନାକୁ ଆହୁରି ସୁଦୃଢ଼ କରିବାକୁ ପ୍ରସ୍ତୁତି ଚଳାଇଛନ୍ତି, ଯାହାଦ୍ୱାରା ସେମାନେ ଅଧିକ ସଞ୍ଚୟ କରିପାରିବେ ଏବଂ ଅବସର ପରେ ଅଧିକ ପେନସନ ପାଇପାରିବେ । ଅଧିକରୁ ଅଧିକ କର୍ମଚାରୀଙ୍କୁ ଇପିଏଫ୍  ଇଏସ୍ଆଇସି ପରିସରଭୁକ୍ତ କରିବା ଲକ୍ଷ୍ୟରେ ଶ୍ରମ ଓ ନିଯୁକ୍ତି ମନ୍ତ୍ରଣାଳୟ କର୍ମଚାରୀ ଭବିଷ୍ୟନିଧି ପାଣ୍ଠି (ଇପିଏଫ) ଏବଂ କର୍ମଚାରୀ ରାଜ୍ୟ ବୀମା ନିଗମ (ଇଏସ୍ଆଇସି) ଅଧୀନରେ ସର୍ବନିମ୍ନ ମଜୁରି ସୀମା କୁ ୧୫,୦୦୦ ଟଙ୍କାରୁ ୩୦,୦୦୦ ଟଙ୍କାକୁ ଦ୍ୱିଗୁଣିତ କରିବାର ସମ୍ଭାବନା ରହିଛି। ସରକାରଙ୍କ ଏହି ନିଷ୍ପତି ଯୋଗୁଁ ପ୍ରାୟ ୧୦ ନିୟୁତ ନୂଆ କର୍ମଚାରୀଙ୍କୁ ଇପିଏଫ-ଇଏସଆଇସିର ସାମାଜିକ ସୁରକ୍ଷା ପରିସରକୁ ଆଣିବାରେ ସଫଳ ହେବେ । ୨୦୧୪ରେ ମଜୁରି…

Read More