Author: NAZMEEN PARWEEN

ଭାରତୀୟ ଲୋକତନ୍ତ୍ରର ସବୁଠୁ ମୂଳ ଆଧାର ହେଉଛି—ଭୋଟର ତାଲିକା। ଏହି ତାଲିକା ଯେତେ ସଠିକ୍, ସ୍ୱଚ୍ଛ ଓ ସମାବେଶୀ, ଲୋକତନ୍ତ୍ର ସେତେ ଶକ୍ତିଶାଳୀ। କିନ୍ତୁ ଯେତେବେଳେ ଏହି ତାଲିକା ନିଜେ ଏକ ରାଜନୈତିକ ଓ ପ୍ରଶାସନିକ ବିବାଦର କେନ୍ଦ୍ରବିନ୍ଦୁ ହୋଇଯାଏ, ସେତେବେଳେ ଗଣତନ୍ତ୍ରର ସ୍ୱାସ୍ଥ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ। ୨୦୨୬ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଆରମ୍ଭ ହୋଇଥିବା Special Intensive Revision (SIR) ପ୍ରକ୍ରିୟା ଏବେ ସେହିପରି ଏକ ଗଭୀର ଚର୍ଚ୍ଚାର କେନ୍ଦ୍ରରେ। ଡ୍ରାଫ୍ଟ ଭୋଟର ତାଲିକା ପ୍ରକାଶ ପରେ ହଜାର ହଜାର ଭୋଟରଙ୍କ ନାମ କାଟି ଦିଆଯାଇଥିବା ତଥ୍ୟ କେବଳ ପ୍ରଶାସନିକ ଚିନ୍ତାର ବିଷୟ ନୁହେଁ, ଏହା ଏବେ ସରାସରି ରାଜନୈତିକ ଓ ନିର୍ବାଚନୀ ଗଣିତକୁ ପ୍ରଭାବିତ କରୁଛି। SIR କ’ଣ ଏବଂ କାହିଁକି? Special Intensive Revision (SIR) ହେଉଛି ଏକ ଗଭୀର ଭୋଟର ତାଲିକା ସଂଶୋଧନ ପ୍ରକ୍ରିୟା। ଏହାର ଉଦ୍ଦେଶ୍ୟ— ମୃତ ଭୋଟରଙ୍କ…

Read More