Author: Aradhana

Income tax : ଆସନ୍ତା ବର୍ଷ ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବାକୁ ଥିବା ପରବର୍ତ୍ତୀ ବଜେଟରେ କମ ଆୟ ବର୍ଗର ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି । ନୂଆ ଟିକସ ଢାଞ୍ଚା ଅଧୀନରେ ୩ ଲକ୍ଷରୁ ୭ ଲକ୍ଷ ଟଙ୍କାର ଟିକସ ସ୍ଲାବ୍‌ରେ ଆସୁଥିବା ବ୍ୟକ୍ତିଗତ କରଦାତାଙ୍କୁ ଟିକସ ହ୍ରାସର ଲାଭ ମିଳିପାରେ। ଟିକସଦାତାଙ୍କୁ ମିଳିପାରେ ଖୁସି ଖବର । ଜୁଲାଇରେ ଉପସ୍ଥାପିତ ମୋଦି ସରକାରଙ୍କ ତୃତୀୟ କାର୍ଯ୍ୟକାଳର ପ୍ରଥମ ବଜେଟରେ ଟିକସଦାତାଙ୍କୁ ଅଳ୍ପବହୁତେ ଆଶ୍ୱସ୍ତି ମିଳିଥିଲା । କିନ୍ତୁ ଆସନ୍ତା ବର୍ଷ ଫେବ୍ରୁଆରୀ ୧ରେ ଉପସ୍ଥାପନ ହେବାକୁ ଥିବା ପରବର୍ତ୍ତୀ ବଜେଟରେ କମ୍‌ ଆୟ ବର୍ଗର ଟିକସଦାତାଙ୍କୁ ବଡ଼ ଆଶ୍ୱସ୍ତି ମିଳିବାର ସମ୍ଭାବନା ଅଛି । ନୂଆ ଟିକସ ଢାଞ୍ଚା ଅଧୀନରେ ୩ ଲକ୍ଷରୁ ୭ ଲକ୍ଷ ଟଙ୍କାର ଟିକସ ସ୍ଲାବ୍‌ରେ ଆସୁଥିବା ବ୍ୟକ୍ତିଗତ କରଦାତାଙ୍କୁ ଟିକସ ହ୍ରାସର ଲାଭ ମିଳିପାରେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ,…

Read More