Author: Aradhana

Skin tanned on a winter day: ଟ୍ୟାନିଂ ଅତ୍ୟନ୍ତ ସାଧାରଣ କଥା ହୋଇଯାଏ । ଏହା ଏକ ସୁରକ୍ଷା ପ୍ରଣାଳୀ ଯେଉଁଠାରେ ସୂର୍ଯ୍ୟକିରଣଦ୍ୱାରା ହେଉଥିବା କ୍ଷତିର ପରିମାଣ କୁ ହ୍ରାସ କରିବା ପାଇଁ ତ୍ୱଚା ମେଲାନିନ୍ ତିଆରି କରିଥାଏ । ସୂର୍ଯ୍ୟର ହାଲୁକା  ଶୀତଦିନେ ବହୁତ ଆରାମ ଦେଇଥାଏ । ସମସ୍ତେ ସୂର୍ଯ୍ୟକିରଣରେ ବସିବାକୁ ପସନ୍ଦ କରନ୍ତି । କିନ୍ତୁ ଆପଣ ଜାଣନ୍ତି କି ଶୀତଦିନେ ମଧ୍ୟ ଆପଣଙ୍କ ସ୍କିନ୍ ଟ୍ୟାନ୍ ହୋଇଯାଇପାରେ? ପ୍ରାୟତଃ ଲୋକମାନେ ଭାବନ୍ତି ଯେ ଟ୍ୟାନିଂ କେବଳ ଗରମ ସମୟରେ ହୁଏ, କିନ୍ତୁ ଏଭଳି ଭାବିବା ଭୁଲ୍ । ଶୀତଦିନେ, ସୂର୍ଯ୍ୟର ଅତିବାଇଗଣି ରଶ୍ମି (UV ରଶ୍ମି) ଚର୍ମ ଉପରେ ପ୍ରଭାବ ପକାଇପାରେ । ବିଶେଷକରି UV-A ରଶ୍ମି ଚର୍ମ ଭିତରକୁ ଯାଇ ଏହାକୁ ନଷ୍ଟ କରିପାରେ । ଶୀତ ଋତୁରେ ଓଜୋନ ସ୍ତର ପତଳା ହୋଇଯାଏ, ଯେଉଁଥିପାଇଁ ଅଲଟ୍ରା ଭାୟୋଲେଟ୍ କିରଣ ଅଧିକ ପ୍ରଭାବଶାଳୀ…

Read More