Author: Aradhana

Social media platform down:ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା । ମଝି ରାତିରେ ସୋସିଆଲ୍ ମିଡିଆ ଡାଉନ୍ । ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ ଗତକାଲି ରାତି ୧୧ଟା ପରଠୁ କିଛି ଘଣ୍ଟା ପାଇଁ କାମ କରିନଥିଲା । ଭାରତ ସମେତ ବିଶ୍ୱର ବିଭିନ୍ନ ଅଞ୍ଚଳରେ ସୋସିଆଲ୍ ମିଡିଆ ସାଇଟ୍ ଡାଉନ୍ ହୋଇପଡ଼ିଥିଲା । ପାଖାପାଖି ୩ ଘଣ୍ଟା ପରେ ଧିରେ ଧିରେ ସ୍ୱାଭାବିକ ହୋଇଥିଲା ହ୍ୱାଟ୍‌ସ୍ ଆପ୍, ଫେସବୁକ୍, ଇନଷ୍ଟାଗ୍ରାମ୍ । ସେପଟେ ଏ ନେଇ ଦୁଃଖ ପ୍ରକାଶ କରିଛି ମେଟା । ଯାନ୍ତ୍ରିକ ତ୍ରୁଟି ପାଇଁ ଏଭଳି ସମସ୍ୟା ହୋଇଥିବା ମେଟା ପକ୍ଷରୁ ସୂଚନା ଦିଆଯାଇଛି । ଆଉଟେଜ୍ ଟ୍ରାକିଂ ୱେବସାଇଟ୍ ଡାଉନ୍ ଡିଟେକ୍ଟର ଅନୁଯାୟୀ, ୫୦ ହଜାରରୁ ଅଧିକ ଫେସବୁକ୍ ୟୁଜର୍ସ ଲଗ୍ ଇନ୍, ପୋଷ୍ଟ…

Read More