Author: Aradhana

ଦୀର୍ଘ ସମୟ ଅପେକ୍ଷା ପରେ Toyota ନିଜର ସେଡାନ୍ Camry କୁ ଭାରତୀୟ ମାର୍କେଟରେ ଲଞ୍ଚ କରିଛି । ଏହା ପୂର୍ବରୁ କମ୍ପାନୀ ଭାରତୀୟ ବଜାରରେ ଏହାର ଟିଜର ଜାରି କରିଥିଲା । ଏଥିରୁ ଜଣା ପଡିଥିଲା ଯେ Camry ରେ ନୂଆ ଭାବରେ ଡିଜାଇନ୍ ହୋଇଥିବା ହେଡଲ୍ୟାମ୍ପ ଏବଂ ଟେଲଲ୍ୟାମ୍ପ ମିଳିଛି । ଆସନ୍ତୁ ଜାଣିବା ନୂଆ Toyota Camry ରେ କ’ଣ ଖାସ୍ ହୋଇଛି । ନୂଆ Toyota ଗତ କାଲି ଅର୍ଥାତ ୧୧ ଡିସେମ୍ବରରେ ଲଞ୍ଚ ହୋଇଛି । ଏହି ପ୍ରମିୟମ୍ ସେଡାନ୍ ନୂଆ ଡିଜାଇନ୍, ସେପ୍ଟି ଅପଡେଟ୍ ସହିତ ଆସିଛି । ଏଥିରେ କୌଣସି ମେକାନିକାଲ୍ ଚେଞ୍ଜ ହେବ ନାହିଁ । ସୂଚନାସାରେ Toyota Camry ର ଏକ୍ସ-ସାରୁମ୍ ପ୍ରାଇସ୍ ୫୦ ଲକ୍ଷ ଟଙ୍କା ହେବ ବୋଲି ଆଶା କରାଯାଉଛି । ଟିଜରରେ ପ୍ରକାଶ ପାଇଛି ଯେ Camry ରେ ଆପଣଙ୍କୁ C-size LED DRL…

Read More