Author: Aradhana

Makar Rashifal 2025: ମକର ରାଶିର ବ୍ୟକ୍ତିଙ୍କ ପାଇଁ ନୂଆ ବର୍ଷ ବିଶେଷ ରହିବ। ମକର ରାଶିରେ ଶନିଙ୍କ ରାଶିରେ ୨୦୨୫ରେ କ’ଣ ରହିବ ବିଶେଷ, ଜାଣନ୍ତୁ ବାର୍ଷିକ ରାଶିଫଳ। ଶନି ନ୍ୟାୟର ଦେବତା ଅଟନ୍ତି । ଟଙ୍କା, କ୍ୟାରିୟର, ପ୍ରେମ ସମ୍ପର୍କ ଓ ବ୍ୟବସାୟ ଦୃଷ୍ଟିରୁ ମକର ରାଶିର ଲୋକଙ୍କ ପାଇଁ ୨୦୨୫ ବର୍ଷ କେମିତି ରହିବ ଜାଣିବା।୨୦୨୫ ବର୍ଷ ମକର ରାଶିର ବ୍ୟକ୍ତିଙ୍କ ମାନସିକ ଓ ଭାବନାତ୍ମକ ସାମର୍ଥ୍ୟପରୀକ୍ଷା କରିବ। ତେବେ ଏହି ରାଶିର ଲୋକମାନେ ବହୁତ ଉଚ୍ଚାକାଂକ୍ଷୀ ହୋଇଥାନ୍ତି । ଅନେକ ସମୟରେ ସେମାନେ ତରବରିଆ ଭାବେ ଭୁଲ ନିଷ୍ପତ୍ତି ମଧ୍ୟ ନେଇଥାନ୍ତି ଏବଂ ଏହା ପରେ ଦୁଃଖ ବ୍ୟତୀତ ଆଉ କିଛି ରହିନଥାଏ । ମକର ରାଶିର ବ୍ୟକ୍ତିମାନେ ଏହି ବର୍ଷ କଠିନ ପରିଶ୍ରମର ଫଳ ପାଇବାରେ ସଫଳ ହେବେ। ଲକ୍ଷ୍ମୀଜୀଙ୍କ ଆଶୀର୍ବାଦ ପାଇପାରନ୍ତି। ମକର ରାଶିର ଲୋକମାନେ ମଧ୍ୟ ବିଦେଶ ଭ୍ରମଣ କରିପାରନ୍ତି, ବର୍ଷ…

Read More