Author: Aradhana

sAlia bhatt social media post :ଭାରତୀୟ ସିନେମାର ସୋମ୍ୟାନ୍ ଭାବେ ପରିଚିତ ରାଜ କପୁରଙ୍କ ପରମ୍ପରା ୧୦୦ ବର୍ଷରେ ପହଞ୍ଚିଛି। ଆଜି ବର୍ଷ ବର୍ଷ ପରେ ମଧ୍ୟ ସେ ନିଜ କାମକୁ ସମ୍ମାନ ଦେଇ ନିଜର ସମ୍ମାନ ବଜାୟ ରଖିବାକୁ ଚେଷ୍ଟା କରୁଛନ୍ତି। ନିକଟରେ ତାଙ୍କର ଶହେତମ ଜନ୍ମଦିନ ପାଳନ କରିବାକୁ ପୂରା କପୁର ପରିବାର ଏକାଠି ହୋଇଥିଲେ। ଏହି ସମୟରେ ଆଲିଆ ଭଟ୍ଟ ଏକ ସାଧାରଣ ଶାଢ଼ିପିନ୍ଧି ଉପସ୍ଥିତ ଲୋକଙ୍କୁ ଆକର୍ଷିତ କରି ନେଇଥିଲେ। ରଣବୀର କପୁର ଏବଂ ତାଙ୍କ ପତ୍ନୀ ଆଲିଆ ଭଟ୍ଟ ମୁମ୍ବାଇରେ ରାଜ କପୁରଙ୍କ ୧୦୦ ତମ ବାର୍ଷିକୀ ଉତ୍ସବରେ ଯୋଗ ଦେଇଥିଲେ । କପୁର ପରିବାର କିମ୍ବଦନ୍ତୀ ଅଭିନେତା ରାଜ କପୁରଙ୍କ ୧୦୦ତମ ଜୟନ୍ତୀ ପାଳନ କରୁଛନ୍ତି। ବଲିଉଡ ଅଭିନେତ୍ରୀ ଆଲିଆ ଭଟ୍ଟ ତାଙ୍କ ଜନ୍ମବାର୍ଷିକୀର ଗୋଟିଏ ଦିନ ପୂର୍ବରୁ ଶୁକ୍ରବାର ଏହି କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ଧଳା ରଙ୍ଗର ଶାଢ଼ି…

Read More