Author: NAZMEEN PARWEEN

ଓଡ଼ିଶାର ସହରୀ ଯାତାୟାତ ବ୍ୟବସ୍ଥାରେ ‘ଆମ ବସ୍’ ଏକ ସମୟରେ ଆଶାର ପ୍ରତୀକ ଥିଲା। ଯାହା ଲୋକଙ୍କୁ ସୁବିଧାଜନକ, ସସ୍ତା ଓ ସୁରକ୍ଷିତ ଗମନାଗମନ ଦେବାକୁ ଆରମ୍ଭ ହୋଇଥିଲା, ଆଜି ସେହି ‘ଆମ ବସ୍’ ଲୋକମୁଖରେ ‘ଯମ ବସ୍’ ବୋଲି କୁହାଯାଉଛି। ଏହା କେବଳ ଗୋଟିଏ ଶବ୍ଦର ଖେଳ ନୁହେଁ; ଏହା ଏକ ଭୟ, ଏକ ଅସନ୍ତୋଷ ଓ ଏକ ସାମୁହିକ ଅସୁରକ୍ଷାର ପ୍ରକାଶ। ଗତ କିଛିଦିନ ମଧ୍ୟରେ ଘଟିଥିବା ଦୁଇଟି ଘଟଣା- ଗୋଟିଏ ଭୁବନେଶ୍ୱରରେ, ଆଉ ଗୋଟିଏ ପୁରୀରେ—ପୁଣିଥରେ ‘ଆମ ବସ୍’ର ସୁରକ୍ଷା ନେଇ ଗଭୀର ପ୍ରଶ୍ନ ଉଠିଛି। ଭୁବନେଶ୍ୱରରେ ଏକ ବାଇକ୍‌କୁ ଧକ୍କା ଦେଇ ଚାଳକଙ୍କୁ ଆହତ କରିବା, ଆଉ ପୁରୀରେ ଜଣେ ମହିଳାଙ୍କ ଗୋଡ଼ ଉପରେ ବସ୍ ଚଢ଼ିଯାଇ ତାଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ ପଠାଇବା—ଏହି ଦୁଇ ଘଟଣା ଦର୍ଶାଉଛି ଯେ ସମସ୍ୟାଟି ଅପରିହାର୍ଯ୍ୟ ନୁହେଁ, ବରଂ ପୁନରାବୃତ୍ତିଶୀଳ। ଭୁବନେଶ୍ୱର ଘଟଣା: ଧକ୍କା, ଆକ୍ରୋଶ ଓ ଭଙ୍ଗା…

Read More