What's Hot
Author: NAZMEEN PARWEEN
Anubhav falls to dowry harassment, appeal dismissed in High Court || ଯୌତୂକ ନିର୍ଯାତନାରେ ଫସିଲେ ଅନୁଭବ, ହାଇକୋର୍ଟରେ ଖାରଜ ହେଲା ଆବେଦନ
ଅନୁଭବ ମହାନ୍ତିଙ୍କୁ ହାଇକୋର୍ଟରୁ ବଡ଼ ଝଟକା। ଅନୁଭବ ମହାନ୍ତିଙ୍କ ଆବେଦନକୁ ଖାରଜ କରିଛନ୍ତି ହାଇକୋର୍ଟ। ତାଙ୍କ ବିରୋଧରେ ଚାଲିବ ଯୌତୂକ ନିର୍ଯାତନା। ତଳ କୋର୍ଟଙ୍କ ଚାର୍ଜଫ୍ରେମକୁ କାଏମ ରଖିଲେ ଉଚ୍ଚ ନ୍ୟାୟାଳୟ। ଏଠାରେ କହି ରଖୁ କି ଅନୁଭବ ଓ ତାଙ୍କ କର୍ମଚାରୀ ଘଗେଶ୍ୱରଙ୍କ ବିରୋଧରେ ପୁରୀଘାଟ ଥାନାରେ ଅଭିଯୋଗ କରିଥିଲେ ଅଭିନେତ୍ରୀ ବର୍ଷା। ଏଠାରେ କହି ରଖୁ କି ସୂଚନା ମୁତାବକ ବର୍ଷା ଅନୁଭବଙ୍କ ଘରେ ଥିବା ବେଳେ ତାଙ୍କୁ ମାନସିକ ନିର୍ଯାତନା ଦିଆଯାଉଥିବା ଅଭିଯୋଗ କରିଥିଲେ । ଭିଡିଓ ସୁଟିଂ କରିବା ସହ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ବର୍ଷା । ନିମ୍ନ ଅଦାଲତରେ ଚାଲିଥିବା ମାମଲା ଖାରଜ ପାଇଁ ଆବେଦନ କରିଥିଲେ ଅନୁଭବ ମହାନ୍ତି । ହେଲେ ଅନୁଭବଙ୍କ ଆବେଦନକୁ ଖାରଜ କରିଛନ୍ତି କୋର୍ଟ, ଏବେ ଅନୁଭବଙ୍କ ନାଁରେ ଏହି ମାମଲା ଚାଲିବ । AlsoRead; https://purvapaksa.com/know-what-liver-disease-you-have-from-the-color-of-your-urine/ https://purvapaksa.com/know-what-liver-disease-you-have-from-the-color-of-your-urine/
