Author: NAZMEEN PARWEEN

Monkeypox : ଭାରତରେ ମଙ୍କିପକ୍ସ ର ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। କିଛି ମାତ୍ରାରେ ନିୟନ୍ତ୍ରଣ ଥିବା ସତ୍ତ୍ୱେ ଡବ୍ଲୁଏଚ୍ଓ ସମସ୍ତ ଦେଶକୁ ଚେତାବନୀ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ ଏହି ଭୂତାଣୁ ଏବେ ବି ଜନସ୍ୱାସ୍ଥ୍ୟ ଜରୁରୀକାଳୀନ ପରିସ୍ଥିତି । ମଙ୍କିପକ୍ସକୁ ହାଲୁକା ଭାବରେ ନେବା ଉଚିତ ନୁହେଁ। ବିଶେଷଜ୍ଞଙ୍କ ମତରେ ଭାରତ ସମେତ ବିଶ୍ୱର ଅନେକ ଦେଶରେ ମଙ୍କିପକ୍ସ ମାମଲା ସାମନାକୁ ଆସିଛି । ତେବେ କଙ୍ଗୋରେ ପ୍ରତି ସପ୍ତାହରେ ମଙ୍କିପକ୍ସ ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୂତାଣୁର ଷ୍ଟ୍ରେନ୍ ମଧ୍ୟ କ୍ରମାଗତ ଭାବେ ବଦଳୁଛି। ତେବେ କଙ୍ଗୋରେ ପ୍ରତି ସପ୍ତାହରେ ଏହାର ରୋଗୀ ଚିହ୍ନଟ ହେଉଛନ୍ତି। ଏହି ଭୂତାଣୁର ଷ୍ଟ୍ରେନ୍ ମଧ୍ୟ କ୍ରମାଗତ ଭାବେ ବଦଳୁଛି। ଭାରତରେ ମଙ୍କିପକ୍ସ ର ବିପଦ ଏପର୍ଯ୍ୟନ୍ତ ଟଳିନାହିଁ। କିଛି ମାତ୍ରାରେ ନିୟନ୍ତ୍ରଣ ଥିବା ସତ୍ତ୍ୱେ ଡବ୍ଲୁଏଚ୍ଓ ସମସ୍ତ ଦେଶକୁ ଚେତାବନୀ ଦେଇଛି। ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ଯେ…

Read More