Author: NAZMEEN PARWEEN

ୟୁରୋପୀୟ ସଂସଦର ସ୍ଲୋଭେନିଆନ୍ ସଦସ୍ୟ  ବ୍ରାଙ୍କୋ ଗ୍ରିମ୍ସ ମସ୍କଙ୍କ ନାକୁ ମନୋନୀତ କରିଛନ୍ତି। ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଟେସଲା, ସ୍ପେସଏକ୍ସ ଏକ୍ସ ଭଳି କମ୍ପାନୀର ମାଲିକ ନାଁକୁ ଚାନ୍ସ ଦିଆଯାଇଛି। ଗ୍ରାଇମ୍ସଙ୍କ ମତରେ, ଏହି ନାମାଙ୍କନ ମସ୍କଙ୍କ ଅଭିବ୍ୟକ୍ତି ସ୍ୱାଧୀନତାକୁ ସମର୍ଥନ କରିବା ଏବଂ ବିଶ୍ୱ ଶାନ୍ତି ପ୍ରତି ତାଙ୍କର ଅବଦାନକୁ ସ୍ୱୀକୃତି ଦେବା ପାଇଁ କରାଯାଇଛି । ବ୍ରାଙ୍କୋ ଗ୍ରାଇମ୍ସ ମସ୍କଙ୍କୁ ମନୋନୀତ ପ୍ରସ୍ତାବକୁ ନିଶ୍ଚିତ କରି, ବ୍ରାଙ୍କୋ ଗ୍ରିମ୍ସ କହିଛନ୍ତି ।ଆଜି ଏହା ସଫଳତାର ସହିତ ପ୍ରସ୍ତାବିତ ହୋଇଛି ଯେ ଅଭିବ୍ୟକ୍ତି ସ୍ୱାଧୀନତା ଏବଂ ଶାନ୍ତିର ମୌଳିକ ମାନବାଧିକାରକୁ ନିରନ୍ତର ସମର୍ଥନ କରିଆସୁଥିବା ଏଲୋନ ମସ୍କଙ୍କୁ ୨୦୨୫ ନୋବେଲ ଶାନ୍ତି ପୁରସ୍କାର ପ୍ରଦାନ କରାଯିବା ଉଚିତ। ଏହି ମନୋନୟନରେ ତାଙ୍କୁ ସମର୍ଥନ କରିଥିବା ସମସ୍ତଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରି ସେ କହିଛନ୍ତି, ‘ଏହି ଚ୍ୟାଲେଞ୍ଜିଂ ପ୍ରକଳ୍ପରେ ସାହାଯ୍ୟ କରିଥିବା ସମସ୍ତ ସହ-ପ୍ରସ୍ତାବକ ଏବଂ ସହକର୍ମୀଙ୍କୁ ହୃଦୟରୁ…

Read More