Author: NAZMEEN PARWEEN

Tribal : ଜନଜାତିର ଲେକମାନେ ସେମାନଙ୍କ ପୂର୍ବଜମାନଙ୍କ ମୃତଦେହ ବାହାର କରି ନୂଆ ପୋଷାକରେ ଗୁଡାଇ ଦିଅନ୍ତି । ଆଉ ଏହା ପରେ ପୂର୍ବପୁରୁଷଙ୍କ କବର ପାଖରେ ଗୀତ ଗାଇ ନାଚନ୍ତି । ତେବେ ଏହା କରିବା ଦ୍ୱାରା ସେମାନଙ୍କର ପୂର୍ବପୁରୁଷମାନେ ସେମାନଙ୍କୁ ଖୁସି ଏବଂ ସମୃଦ୍ଧ ରହିବା ପାଇଁ ଆଶୀର୍ବାଦ କରଥାନ୍ତି ବୋଲି ସେମନଙ୍କ ବିଶ୍ଵାସ । ଦୁନିଆରେ ବିଭିନ୍ନ ପ୍ରକାରର ଜାତି ଏବଂ ଭିନ୍ନ ଭିନ୍ନ ସମ୍ପ୍ରଦାୟର ଲୋକେ ବସବାସ କରନ୍ତି । ଯେଉଁମାନଙ୍କର ପରମ୍ପରା ଏବଂ ରୀତିନୀତି ମଧ୍ୟ ଅଲଗା ରହିଥାଏ । ଏମିତିକି ବିବାହରେ ମଧ୍ୟ ଅଜବ ରୀତିନୀତି ପାଳନ କରିଥାନ୍ତି ଏହି ଭିନ୍ନ ଭିନ୍ନ ଜନଜାତିର ଲୋକେ । ତେବେ ଆଜି ଆମେ ଆପଣଙ୍କୁ ଏପରି ଜନଜାତୀଙ୍କ କଥା କହିବୁ ଯେଉଁମାନଙ୍କ ଅଜବ ପରମ୍ପରା ବିଷୟରେ ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଇଷ୍ଟ ଆଫ୍ରିକାର ମାଡାଗାସ୍କାରରେ ରୁହନ୍ତି ମାଲାଗାସୀ ଜନଜାତିର ଲୋକେ…

Read More