Author: Purva Paksha

Forest Fire: ଭାରତର ପ୍ରାୟ ୧୦.୬୬% ଜଙ୍ଗଲ ଅଞ୍ଚଳ ଅଗ୍ନିକାଣ୍ଡ ଜନିତ ଘଟଣାଦ୍ୱାରା ପ୍ରଭାବିତ। ଅଗ୍ନିକାଣ୍ଡରେ ୯୫୨ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିବାବେଳେ ଅନ୍ୟାନ୍ୟ କାରଣରୁ ୩୨୩୦ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଛି। ୨୦୨୩ରେ ୧୧୨ ହେକ୍ଟର ଜଙ୍ଗଲ ନଷ୍ଟ ହୋଇଥିଲା। ଜଙ୍ଗଲରେ ନିଆଁ ଲାଗିବା ଭାରତରେ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି। ଏଭଳି ଅଗ୍ନିକାଣ୍ଡ ପରିବେଶକୁ ମଧ୍ୟ ବ୍ୟାପକ କ୍ଷତି ପହଞ୍ଚାଇଥାଏ। ଗତ ୨୦ ବର୍ଷ ମଧ୍ୟରେ ଭାରତର ଜଙ୍ଗଲ ଅଞ୍ଚଳରେ ୧.୧୨ ପ୍ରତିଶତ ବୃଦ୍ଧି ଘଟିଥିବାବେଳେ ଅଗ୍ନିକାଣ୍ଡ ଘଟଣା ୧୦ ଗୁଣ ବୃଦ୍ଧି ପାଇଛି। ଏହି ସଂଖ୍ୟା କେବଳ ପରିବେଶ ପାଇଁ ନୁହେଁ, ଅର୍ଥନୀତି ପାଇଁ ମଧ୍ୟ ଏକ ଗମ୍ଭୀର ସଙ୍କଟଭାବେ ଉଭା ହୋଇଛି। ଏକ ଆକଳନ ଅନୁଯାୟୀ ଭାରତର ୩୬ ପ୍ରତିଶତ ଜଙ୍ଗଲ ଅଞ୍ଚଳରେ ନିଆଁ ଲାଗିବାର ଆଶଙ୍କା ରହିଛି, ଯାହାଦ୍ୱାରା ବାର୍ଷିକ ୧.୭୪ ଲକ୍ଷ କୋଟି ଟଙ୍କା ପର୍ଯ୍ୟନ୍ତ କ୍ଷତି ହୋଇପାରେ। ଓଡ଼ିଶା, ଛତିଶଗଡ଼, ମଧ୍ୟପ୍ରଦେଶ,…

Read More