Author: Purva Paksha

ISI Radio Signals: ବାଂଲାଦେଶ ସୀମାରେ ଭାରତୀୟ ସୁରକ୍ଷା ବାହିନୀ କିଛି ରେଡିଓ ଯୋଗାଯୋଗକୁ ଅଟକାଇଛନ୍ତି। ଏହି ଯୋଗାଯୋଗ ଆରବୀ, ଉର୍ଦ୍ଦୁ ଏବଂ ବଙ୍ଗଳା ଭାଷାରେ ହୋଇଥିଲା। ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ସମ୍ପୃକ୍ତ ଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। ଆଇଏସଆଇ ବାଂଲାଦେଶରେ ଆତଙ୍କବାଦୀ ତତ୍ତ୍ୱମାନଙ୍କୁ ପ୍ରଶିକ୍ଷଣ ଦେବାକୁ ଯୋଜନା କରୁଥିବା ଜଣାପଡ଼ିଛି। ଭାରତ-ବାଂଲାଦେଶ ସୀମାରେ ରେଡିଓ ଯୋଗାଯୋଗ ବନ୍ଦ ବାଂଲାଦେଶରେ ଆଇଏସ୍ ଆଇର କାର୍ଯ୍ୟକଳାପକୁ ନେଇ ଚିନ୍ତା ଭାରତ-ବାଂଲାଦେଶ ସମ୍ପର୍କରେ ବୃଦ୍ଧି ପାଉଛି ଉତ୍ତେଜନା ବାଂଲାଦେଶରେ ଭାରତ ବିରୁଦ୍ଧରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ISI ଏକ ବଡ଼ ଷଡ଼ଯନ୍ତ୍ର ରଚୁଥିବାର ସୂଚନା ମିଳିଛି। ଭାରତ-ବାଂଲାଦେଶ ସୀମାରେ ସନ୍ଦେହଜନକ ରେଡିଓ ସଙ୍କେତ ଚିହ୍ନଟ ହୋଇଛି, ଯାହା ସୀମା ନିକଟରେ ISIର ଉପସ୍ଥିତିକୁ ସୂଚିତ କରୁଛି। ଦି ଟ୍ରିବ୍ୟୁନ୍ ରିପୋର୍ଟ ଅନୁଯାୟୀ, ସନ୍ଦିଗ୍ଧ ରେଡିଓ ସଂକେତକୁ ଭାରତୀୟ ଗୁଇନ୍ଦା ଏଜେନ୍ସି ଇଣ୍ଟରସେପ୍ଟ କରିଛନ୍ତି। ରେଡିଓରେ ଆରବିକ, ଉର୍ଦ୍ଦୁ ଏବଂ ବଙ୍ଗାଳୀ…

Read More