Author: Purva Paksha

ଡ. ସମନ୍ୱୟ ନନ୍ଦ ଉତ୍ତର ପ୍ରଦେଶର ପବିତ୍ର ନଗରୀ ପ୍ରୟାଗରାଜଠାରେ ଆୟୋଜିତ ହୋଇଥିବା କୁମ୍ଭମେଳା ସମାପ୍ତ ହୋଇଛି। ୧୩ ଜାନୁଆରୀଠାରୁ ଆରମ୍ଭ ହୋଇଥିବା ଓ ୪୫ ଦିନ ଧରି ଚାଲିଥିବା ଏହି କୁମ୍ଭମେଳା ବାସ୍ତବରେ ଭବ୍ୟ ଓ ଦିବ୍ୟ ଥିଲା। ଏଥିରେ ସାରାଭାରତ ଓ ଭାରତ ବାହାରୁ ୬୦ କୋଟିରୁ ଉର୍ଦ୍ଧ୍ୱ ଲୋକମାନେ ଆସି ଗଙ୍ଗା- ଯମୁନା ଓ ସରସ୍ୱତୀ ନଦୀର ତ୍ରିବେଣୀ ସଙ୍ଗମରେ ଆସ୍ଥାର ବୁଡ଼ ପକାଇଛନ୍ତି । ସାରାବିଶ୍ୱରେ ଏଭଳି ଆୟୋଜନ କେଉଁଠାରେ ଆଉ ହେବା ସମ୍ଭବ ନୁହେଁ ଯେଉଁଠାରେ ଏତେ କମ୍‍ ଦିନ ମଧ୍ୟରେ ୬୦ କୋଟିରୁ ଉର୍ଦ୍ଧ ଏକାଠି ହୋଇପାରିବେ। ତେବେ କୁମ୍ଭ ମେଳା ଏତେ ଭବ୍ୟ ଓ ଦିବ୍ୟ ହୋଇଥିବା ସତ୍ତ୍ୱେ ହିନ୍ଦୁ ବିରୋଧୀମାନଙ୍କର ଆକ୍ରମଣରୁ ଏହା ବର୍ତ୍ତିପାରିନାହିଁ। ହିନ୍ଦୁ ବିରୋଧୀ ବିଭିନ୍ନ ରାଜନୈତିକ ଦଳ ପକ୍ଷରୁ ଏହି କୁମ୍ଭମେଳାକୁ ନେଇ ଅନେକ ଆପତ୍ତିଜନକ ମନ୍ତବ୍ୟ ଦିଆଯାଇଛି। କେବଳ…

Read More