Author: Purva Paksha

Black Rose: ୨୩,୮୪୭ ମେଟ୍ରିକ୍ ଟନ୍ ଲୁହାପଥର ଓ ୯୨୦ ମେଟ୍ରିକ୍ ଟନ୍ ଫାର୍ନେସ୍ ତେଲ ବୋଝେଇ ମଙ୍ଗୋଲିଆ ଜାହାଜ ‘ଏମ୍ଭି ବ୍ଲାକ୍ ରୋଜ୍’ ଓଡ଼ିଶାର ପାରାଦୀପ ଉପକୂଳଠାରୁ ୫ କିଲୋମିଟର ଦୂରରେ ଚୀନ୍ ଅଭିମୁଖେ ଯାତ୍ରା କରୁଥିବାବେଳେ ରହସ୍ୟମୟ ପରିସ୍ଥିତିରେ ବୁଡ଼ି ଯାଇଥିଲା। ସୋମବାର ସଂସଦରେ ଓଡ଼ିଶାର ବ୍ଲାକ୍‍ ରୋଜ ଜାହାଜ ଦୁର୍ଘଟଣା ପ୍ରସଙ୍ଗ ଉଠିଛି। ଜଗତସିଂହପୁର ସାଂସଦ ବିଭୁପ୍ରସାଦ ତରାଇ  ଏ ପ୍ରସଙ୍ଗ ଉଠାଇ  କଂଗ୍ରେସ ସରକାରଙ୍କ ଉପରେ ଦୋଷ ଲଦିଛନ୍ତି। ସେ ସମୟରେ ଆଇନରେ ବ୍ୟବସ୍ଥାର ଅଭାବ ହେତୁ କିପରି ଆଜି ବି ବ୍ଲାକ୍‍ ରୋଜ ଜାହାଜ ପାରାଦୀପ କୂଳରେ ପୋତି ହୋଇରହିଛି ତାହା ବଖାଣିଛନ୍ତି ଶ୍ରୀ ତରାଇ। ୨୦୦୯ ମସିହା, ସେପ୍ଟେମ୍ବର ମାସ ୯ ତାରିଖର ବ୍ଲାକ୍‍ ରୋଜ ନାମରେ ଏକ ଜାହାଜ ପାରାଦିପ କୂଳରେ ବୁଡୀଯାଇଛି। ଏହି ଜାହାଜରେ ପରିବହନ କରାଯାଉଥିବା ଜିନିଷର କେହି ଦାବିଦାର ବାହାରିନଥିଲେ। ସେତେବେଳେ ବିଜେଡିର ରାଜନେତାଙ୍କ ସମ୍ପର୍କ ଏହି…

Read More