Author: Purva Paksha

ଓଡ଼ିଶାର ରାଜନୀତିକ ମଞ୍ଚରେ ଏବେ ଯାଜପୁର ଜିଲ୍ଲା ନାମଟି ପୁନର୍ବାର ଆଲୋଚନାର କେନ୍ଦ୍ରବିନ୍ଦୁ ହୋଇଛି। ଗତ ଦଶକ ଧରି ଏହି ଅଞ୍ଚଳରେ ବିଜେଡି ରାଜ କରୁଥିଲା, ତାହାର ମୁଖ୍ୟ ସ୍ତମ୍ଭ ଥିଲେ ପ୍ରଣବ ପ୍ରକାଶ ଦାସ-ନବୀନ ପଟ୍ଟନାୟକଙ୍କ ଖାସ୍‍ ନେତା ଓ ପାଣ୍ଡିଆନଙ୍କ ଭରସାର ଲୋକ। ଯାଜପୁର ଅଞ୍ଚଳ ତାଙ୍କ ପ୍ରଭାବରେ ବିଜେଡିର ଦୃଢ଼ ଗଡ଼ ଥିଲା। କିନ୍ତୁ ରାଜନୀତିର ପରିସ୍ଥିତି ଏବେ ପୂରା ଭିନ୍ନ। ବିଜେପି ଶାସନକୁ ଆସିବା ପରେ ନୂଆ ନେତୃତ୍ୱ ଓ ନୂଆ ସମୀକରଣ ଯାଜପୁରରେ ଗଢ଼ି ଉଠୁଛି। ଏହି ନୂଆ ସମୀକରଣର କେନ୍ଦ୍ରରେ ଅଛନ୍ତି- ଧର୍ମଶାଳା ବିଧାୟକ ହିମାଂଶୁ ସାହୁ। ପ୍ରଣବ ପ୍ରକାଶ ଦାସ: ଯାଜପୁରର ପୂର୍ବ ଶକ୍ତିକେନ୍ଦ୍ର ଏକ ସମୟ ଥିଲା ଯେତେବେଳେ ପ୍ରଣବ ପ୍ରକାଶ ଦାସ ବିଜେଡିରେ “ଯୁବ ଶକ୍ତି”ର ପରିଚୟ ଥିଲେ। ପୂର୍ବ ଶକ୍ତି ମନ୍ତ୍ରୀ ଭାବେ ସେ ଯାଜପୁର ଜିଲ୍ଲାକୁ ନବୀନ ଶାସନର ଦୃଢ଼ ଗାଡ଼ିରେ ପରିଣତ କରିଥିଲେ। ସେ…

Read More