Author: Purva Paksha

ଶୀର୍ଷକ ଦେଖି ଆପଣ ଆଶ୍ଚର୍ଯ୍ୟ ହେଉଥିବେ। କଂଗ୍ରେସର ନେତା ତ’ କଂଗ୍ରେସକୁ କ’ଣ ଫେରିବେ? ହଁ, ଆପଣ ଏହାକୁ ଘର ବାହୁଡ଼ା କହିପାରନ୍ତି। କିନ୍ତୁ କିଛି ‘କଂଗ୍ରେସ’ ନେତା ଏବେ ନିଜର ଅସ୍ତିତ୍ୱ ପାଇଁ କଂଗ୍ରେସକୁ ହିଁ ଆଶ୍ରୟସ୍ଥଳଭାବେ ବାଛିବାକୁ ଯାଉଛନ୍ତି। ଯେଉଁ ଦଳରେ ସେମାନେ ଦିନେ’ ସବୁକିଛି ଥିଲେ ସେହି ଦଳରେ ସେହି ମର୍ଯ୍ୟାଦା ପାଇବା ଲାଗି ସେମାନେ ଆଶା କରିଛନ୍ତି। ଏହା କେତେଦୂର ବାସ୍ତବ ହେବ ତା’ ତ କହିବା ମୁସ୍କିଲ୍‍ କିନ୍ତୁ ବିଜେଡିରେ ଥିବା କିଛି ନେତାଙ୍କ ହାବଭାବ ଏବଂ ସାଧାରଣରେ ବୟାନ ଏହି ଧାରାକୁ ମଜଭୁତ କରୁଛି। ଦିନଥିଲା ବିଜେଡିରେ ଯୋଗଦେବା ପାଇଁ ବିଭିନ୍ନ ଦଳର ନେତାମାନେ ଉଚ୍ଛନ୍ନ ହେଉଥିଲେ। ଏପରିକି ବିରୋଧୀ ଦଳର ନେତା ଆସନରେ ଥିବା ନେତା ଆସି ଶାସକ ଦଳରେ ଯୋଗ ଦେଉଥିଲେ। କିଛି କ୍ଷେତ୍ରରେ ତ ସମ୍ପୂର୍ଣ୍ଣ ଦଳ ଆସି ବିଜେଡି ଶରଣରେ ମୁର୍ଛା ଯାଉଥିଲା। ତାହାକୁ ଆପଣାଇ ରାଜ୍ୟରେ…

Read More