Author: Purva Paksha

ଜୁନ୍‍ ୧୨ ତାରିଖ। ଆଉ ମାତ୍ର ୨୦ ଦିନ। ଏ ଦିନଟି ବର୍ତ୍ତମାନର ଓଡ଼ିଶା ରାଜନୀତି ପରପ୍ରେକ୍ଷୀରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ। କାରଣ ଏହିଦିନ ପ୍ରଥମଥର ପାଇଁ ବିଜୁ ଜନତା ଦଳର ଲୋକପ୍ରିୟତାକୁ ଭାଙ୍ଗି ବିଜେପି ଏକାକୀ ସରକାର ଗଢ଼ିଥିଲା। ଏ ଘଟଣାକୁ କେହି କେହି ବାଇଚାନ୍ସ ବୋଲି କହିଛନ୍ତି। ଯାହା ବି ହେଉ ଏ ବର୍ଷଟିକୁ ଅତ୍ୟନ୍ତ ସଫଳତାର ବର୍ଷଭାବେ ବିଜେପି ସରକାର ଉପସ୍ଥାପନ କରିବା ଲାଗି ପୂରା ଦମରେ ଲାଗିପଡ଼ିଛନ୍ତି। ବିଭାଗଗୁଡ଼ିକ ପୋଷ୍ଟର, ବ୍ୟାନର ପ୍ରସ୍ତୁତି ତଥା କାର୍ଯ୍ୟକ୍ରମ ଆୟୋଜନରେ ବ୍ୟସ୍ତ ହୋଇସାରିଲେଣି। ହେଲେ ସମାଲୋଚକ କହୁଛନ୍ତି ଯେଉଁ ସରକାର ବର୍ଷକ ଭିତରେ ମନ୍ତ୍ରିମଣ୍ଡଳର ସମସ୍ତ ପଦବୀ ପୂରଣ କରିପାରିଲା ନାହିଁ, କି ଏ ପର୍ଯ୍ୟନ୍ତ ସରକାରୀ ଓକିଲ ପ୍ୟାନେଲ ନିଯୁକ୍ତି କରିପାରିନାହିଁ, ସେଠାରେ ରାଜ୍ୟର ଲୋକମାନେ ନିଯୁକ୍ତି ହେଉ ବା ବିକାଶ କଥା ଭାବିବେ କେମିତି? ଏ ବିଷୟକୁ ନେଇ ଆଜିର ଆଲୋଚନା। ମୁଖ୍ୟମନ୍ତ୍ରୀ ହେଉଛନ୍ତି ରାଜ୍ୟ…

Read More