Author: Purva Paksha

ଗତ ୩୦ ବର୍ଷରେ ଓଡ଼ିଶାର ମୋଟ ଋଣ ପରିମାଣ ପ୍ରାୟ ୭୦ ଗୁଣରୁ ଅଧିକ ବୃଦ୍ଧି ପାଇଛି। ୧୯୯୫-୯୬ ଆର୍ଥିକ ବର୍ଷରେ ଯେଉଁଠାରେ ରାଜ୍ୟର ଋଣ ମାତ୍ର ୯୨୧୮.୫୦ କୋଟି ଟଙ୍କା ଥିଲା, ସେହି ରାଶି ୨୦୨୩-୨୪ରେ ବଢ଼ି ୯୬,୩୧୦.୪୦ କୋଟି ଟଙ୍କାକୁ ପହଞ୍ଚିଛି। ଚଳିତ ଆର୍ଥିକ ବର୍ଷ ଶେଷରେ ଏହା ୧,୩୪,୯୧୩ କୋଟି ୮୪ ଲକ୍ଷ ଟଙ୍କାକୁ ଛୁଇଁପାରେ ବୋଲି ସରକାରୀ ସ୍ତରରେ ଆକଳନ କରାଯାଇଛି। ସଂଖ୍ୟା ଦେଖିଲେ ଏହା ଚିନ୍ତାଜନକ ଲାଗିପାରେ। କିନ୍ତୁ ଆର୍ଥିକ ସର୍ଭେ ରିପୋର୍ଟ କୁହୁଛି—ଏହି ବୃଦ୍ଧିଶୀଳ ଋଣ ସତ୍ତ୍ୱେ ଓଡ଼ିଶାର ଋଣ ଚାପ ଅନ୍ୟାନ୍ୟ ରାଜ୍ୟ ତୁଳନାରେ ଏବେବି ନିୟନ୍ତ୍ରଣରେ ଅଛି। ଏହା କିପରି ସମ୍ଭବ? ଏହାର ପଛରେ କ’ଣ ରହିଛି—ଆର୍ଥିକ ଶୃଙ୍ଖଳା, ଜିଏସଡିପିର ଦ୍ରୁତ ବୃଦ୍ଧି, ନା ତୁଳନାତ୍ମକ ଆର୍ଥିକ ସୁବ୍ୟବସ୍ଥାପନ? ଏହି ପ୍ରଶ୍ନଗୁଡ଼ିକୁ ଆଧାର କରି ଓଡ଼ିଶାର ଋଣ ଗାଥାକୁ ବିଶ୍ଲେଷଣ କରିବା ଆବଶ୍ୟକ। ଜିଏସଡିପିର ଲମ୍ବା ଲମ୍ଫ: ଋଣକୁ ବୁଝିବାର…

Read More