Author: Purva Paksha

ସରକାରୀ ଚାକିରି ପାଇଁ ନିଯୁକ୍ତି ନିୟମ ଉପରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବା ପୂର୍ବରୁ ନିୟମରେ ଏଭଳି ବ୍ୟବସ୍ଥା କରାଗଲେ ହିଁ ନିୟମରେ ପରିବର୍ତ୍ତନ ବୈଧ ହେବ। ରାଜସ୍ଥାନ ହାଇକୋର୍ଟରେ ଅନୁବାଦକ ପଦବୀ ପାଇଁ ନିଯୁକ୍ତି ପ୍ରକ୍ରିୟା ସହ ଜଡ଼ିତ ଏକ ମାମଲାରେ ଏହି ନିଷ୍ପତ୍ତି ନିଆଯାଇଛି। ନିଯୁକ୍ତି ପ୍ରକ୍ରିୟା ଆବେଦନ ଆହ୍ୱାନ କରି ଆରମ୍ଭ ହୋଇ ଖାଲି ପଡ଼ିଥିବା ପଦବୀ ପୂରଣ ସହ ଶେଷ ହୋଇଥାଏ। ଚୟନ ତାଲିକାରେ ସ୍ଥାନ ପ୍ରାର୍ଥୀଙ୍କୁ ନିଯୁକ୍ତିର ସମ୍ପୂର୍ଣ୍ଣ ଅଧିକାର ଦେଇନଥାଏ। ସରକାରୀ ଚାକିରି ନିଯୁକ୍ତି ପାଇଁ ଯୋଗ୍ୟତା ନିୟମକୁ ଅଧାବାଟରେ ପରିବର୍ତ୍ତନ କରାଯାଇପାରିବ ନାହିଁ। ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ଚୟନ ପ୍ରକ୍ରିୟା ଆରମ୍ଭ ହେବା ପରେ ସରକାରୀ ଚାକିରିରେ ନିଯୁକ୍ତି ସମ୍ବନ୍ଧୀୟ ନିୟମରେ ପରିବର୍ତ୍ତନ କରାଯାଇପାରିବ ନାହିଁ ବୋଲି କୋର୍ଟ କହିଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟର ସାମ୍ବିଧାନିକ ଖଣ୍ଡପୀଠ ରାୟ ଦେଇଛନ୍ତି ଯେ…

Read More