What's Hot
Author: Purva Paksha
‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଶବ୍ଦ ଯୋଡ଼ିବା ବିରୋଧରେ ଦାୟର ପିଟିସନକୁ ବୃହତ୍ ଖଣ୍ଡପୀଠକୁ ପଠାଇବାକୁ ମନା କଲେ ସୁପ୍ରିମକୋର୍ଟ
Secular And Socialist Word In Preamble: ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଏବଂ ‘ସମାଜବାଦୀ’ ଶବ୍ଦ ଯୋଡ଼ିବା ବିରୋଧରେ ହୋଇଥିବା ଆବେଦନକୁ ପଠାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଶୁଣାଣି ପରେ ସୋମବାର ରାୟ ଶୁଣାଇବେ। ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦ ଅନ୍ତର୍ଭୁକ୍ତ କରିବା ବିରୋଧରେ ପିଟିସନ୍ ଆବେଦନକୁ ବୃହତ ଖଣ୍ଡପୀଠକୁ ପଠାଇବାକୁ ମନା କଲେ ସୁପ୍ରିମକୋର୍ଟ, ସୋମବାର ରାୟ ଶୁଣାଇବେ ବୋଲି ପ୍ରତିଶ୍ରୁତି ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିଛନ୍ତି ସମ୍ବିଧାନର ପ୍ରସ୍ତାବନାରେ ‘ଧର୍ମନିରପେକ୍ଷ’ ଓ ‘ସମାଜବାଦୀ’ ଶବ୍ଦକୁ ଅନ୍ତର୍ଭୁକ୍ତ କରିବା ବିରୋଧରେ ଏକ ବୃହତ ଖଣ୍ଡପୀଠରେ ହୋଇଥିବା ଆବେଦନକୁ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି। ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ସଞ୍ଜୟ କୁମାରଙ୍କୁ…
