Author: Purva Paksha

Whip : ଲୋକସଭାରେ ଥିବା ସମସ୍ତ ବିଜେପି ସଭ୍ୟଙ୍କୁ ଅବଗତ କରାଯାଇଛି ଯେ ଭାରତର ସମ୍ବିଧାନ ଗ୍ରହଣର ୭୫ତମ ବାର୍ଷିକୀ ଡିସେମ୍ବର ୧୩ ଏବଂ ୧୪ ତାରିଖରେ ଲୋକସଭାରେ ଆଗତ ହେବ। ବିଜେପି ଏବଂ କଂଗ୍ରେସ ଦଳ ଭାରତର ସମ୍ବିଧାନ ଉପରେ ନିର୍ଦ୍ଧାରିତ ବିତର୍କ ସମୟରେ ଡିସେମ୍ବର ୧୩ ଓ ୧୪ ତାରିଖରେ ଲୋକସଭାରେ ଉପସ୍ଥିତ ରହିବା ପାଇଁ ଏହାର ସମସ୍ତ ଲୋକସଭା ସଦସ୍ୟଙ୍କୁ ତିନି ଧାଡ଼ିର ହ୍ୱିପ୍ ଜାରି କରିଛନ୍ତି। ଲୋକସଭାରେ ଥିବା ସମସ୍ତ ବିଜେପି ସଭ୍ୟଙ୍କୁ ଅବଗତ କରାଯାଇଛି ଯେ ଭାରତର ସମ୍ବିଧାନ ଗ୍ରହଣର ୭୫ତମ ବାର୍ଷିକୀ ଡିସେମ୍ବର ୧୩ ଏବଂ ୧୪ ତାରିଖରେ ଲୋକସଭାରେ ଆଗତ ହେବ। ତେଣୁ ଲୋକସଭାରେ ବିଜେପିର ସମସ୍ତ ସଦସ୍ୟ ଉଭୟ ଦିନ ଗୃହରେ ଉପସ୍ଥିତ ରହି ସରକାରଙ୍କ ଆଭିମୁଖ୍ୟକୁ ସମର୍ଥନ କରିବେ। ଡିସେମ୍ବର ୧୪ ଶନିବାର ଲୋକସଭାରେ ସମ୍ବିଧାନର ୭୫ତମ ବାର୍ଷିକୀ ଅବସରରେ ହୋଇଥିବା ବିତର୍କର ଉତ୍ତର  ରଖିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର…

Read More