Author: Purva Paksha

Raj Kapoor Love Life : କପୁର ପରିବାର ଡିସେମ୍ବର ୧୪ ରେ ଦିବଂଗତ ଅଭିନେତା ରାଜ କପୁରଙ୍କ ୧୦୦ ତମ ଜୟନ୍ତୀ ପାଳନ କରୁଛନ୍ତି। ଇତିମଧ୍ୟରେ ତାଙ୍କ ଜୀବନର ଅନେକ କାହାଣୀ ଛାଇ ରହିଛି। ଆସନ୍ତୁ ଜାଣିବା ରାଜ କପୁରଙ୍କ ପ୍ରେମ ଜୀବନ ସହ ଜଡ଼ିତ ଅନେକ ରହସ୍ୟ। ଏହି କାହାଣୀରୁ ଜଣାପଡୁଛି ଯେ ରାଜ କପୁରଙ୍କ ପ୍ରେମ ଜୀବନ କୌଣସି ଫିଲ୍ମର କାହାଣୀଠାରୁ କମ୍ ନ ଥିଲା। ରାଜ କପୁରଙ୍କ ନାମ ବଲିଉଡର ତିନି ଅଭିନେତ୍ରୀଙ୍କ ସହ ଯୋଡ଼ି ହୋଇଥିଲା। କିନ୍ତୁ ଏମିତି ଜଣେ ଅଭିନେତ୍ରୀ ଥିଲେ ଯିଏ ରାଜ କପୁରଙ୍କ ପ୍ରେମରେ ପାଗଳ ହୋଇଯାଇଥିଲେ। ରାଜ କପୁର ନର୍ଗିସଙ୍କୁ ଭଲ ପାଉଥିଲେ। ପ୍ରେମ ନିବେଦନ କରିନପାରି ରାଜ କପୁର ସିଗାରେଟ୍ ପିଇ ସାରାରାତି କାନ୍ଦିଥିଲେ। ନର୍ଗିସଙ୍କ ପାଇଁ ସାରା ରାତି କାନ୍ଦିଥିଲେ ରାଜ କପୁର ହିନ୍ଦୀ ସିନେମାର ସୋମ୍ୟାନ୍‍ଭାବେ ପରିଚିତ ରାଜ କପୁର ନିଜ ବ୍ୟକ୍ତିଗତ ସମ୍ପର୍କକୁ…

Read More