Author: Purva Paksha

Raj Kapoor Love Life : ଭାରତୀୟ ସିନେମାର ସୋ’ମ୍ୟାନ୍ ରାଜ କପୁରଙ୍କୁ ଭାରତୀୟ ସିନେମା ଇତିହାସର ଅନ୍ୟତମ ଶ୍ରେଷ୍ଠ ନାୟକ, ପ୍ରଯୋଜକ ଏବଂ ନିର୍ଦ୍ଦେଶକ ଭାବରେ ସମସ୍ତେ ପସନ୍ଦ କରନ୍ତି। ଚଳଚ୍ଚିତ୍ର ଐତିହାସିକ ଏବଂ ସିନେମା ପ୍ରେମୀମାନେ ତାଙ୍କୁ ହିନ୍ଦୀ ସିନେମାର ଚାର୍ଲି ଚାପ୍‍ଲିନ୍ ବୋଲି କହିଥିଲେ। ଏହା ରାଜ କପୁରଙ୍କ ଯାଦୁ ଥିଲା ଯେ ଲୋକମାନେ ତାଙ୍କୁ ଏବେ ବି ଭଲ ପାଆନ୍ତି। ଜାଣନ୍ତୁ କେଉଁ ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ ରାଜ କପୁର ଓ କିଏ ଥିଲେ ତାଙ୍କ ଅଭିନେତ୍ରୀ। ଆୱାରା ଭୂମିକାରେ, କେତେବେଳେ ଶ୍ରୀ ୪୨୦ ତ କେତେବେଳେ ଛଲିଆ ଭୂମିକାରେ ପରଦାରେ ନଜର ଆସିଥିବା ଅଭିନେତା, ପ୍ରଯୋଜକ ଓ ନିର୍ଦ୍ଦେଶକ ରାଜ କପୁର ଆଜି ବି ଦର୍ଶକଙ୍କ ହୃଦୟରେ ରାଜ କରୁଛନ୍ତି। ଆଜି ଆମେ ଆପଣଙ୍କୁ ସେହି ରାଜ କପୁରଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ରର ଏକ ରୋଚକ ଯାତ୍ରା ବିଷୟରେ କହିବୁ। ଏଥିସହିତ ସେ ସେହି ଅଭିନେତ୍ରୀଙ୍କ…

Read More