Author: Purva Paksha

Retired In The Middle Of The Series: ଭାରତୀୟ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବର୍ଡର ଗାଭାସ୍କର ଟ୍ରଫି ମଝିରେ ଅବସର ନେଇଛନ୍ତି। ଶୃଙ୍ଖଳାର ତୃତୀୟ ଟେଷ୍ଟ ପରେ ଅଶ୍ୱିନ ଅବସର ଘୋଷଣା କରି ସମସ୍ତଙ୍କୁ ଚକିତ କରିଦେଇଛନ୍ତି। ଟେଷ୍ଟ କ୍ରିକେଟ ଇତିହାସର ଅନ୍ୟତମ ସଫଳ ବୋଲର ରବିଚନ୍ଦ୍ରନ ଅଶ୍ୱିନ ଅବସର ନେଇଛନ୍ତି। ବର୍ଡର ଗାଭାସ୍କର ଟ୍ରଫିର ତୃତୀୟ ଟେଷ୍ଟ ପରେ ଅବସର ନେଇ ସେ ସମସ୍ତଙ୍କୁ ଚକିତ କରିଛନ୍ତି। ଏହି ମ୍ୟାଚରେ ସେ ଚୂଡ଼ାନ୍ତ ଏକାଦଶରେ ମଧ୍ୟ ସ୍ଥାନ ପାଇନଥିଲେ। ଏହାପରେ ସେ ସାମ୍ବାଦିକ ସମ୍ମିଳନୀକୁ ଆସି ଅବସର ସମ୍ପର୍କରେ ସୂଚନା ଦେଇଥିଲେ। ସିରିଜ ମଝିରେ କୌଣସି ଖେଳାଳି ଅବସର ଘୋଷଣା କରିବା ଏହା ପ୍ରଥମ ଘଟଣା ନୁହେଁ, ପୂର୍ବରୁ ମଧ୍ୟ ଅନେକ କ୍ରିକେଟର ଏପରି କରିସାରିଛନ୍ତି। ଆଜି ଆମେ ଆପଣଙ୍କୁ ଏମିତି ୫ଟି ନାମ କହିବୁ। ଆଲାନ୍ ଡୋନାଲ୍ଡ- ଦକ୍ଷିଣ ଆଫ୍ରିକା ଦକ୍ଷିଣ ଆଫ୍ରିକାର ଆଲାନ୍ ଡୋନାଲ୍ଡଙ୍କ…

Read More